ଆସନ୍ତା କାଲିଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଜନଗଣନା...

Mar 31, 2026 - 18:30
 22
ଆସନ୍ତା କାଲିଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଜନଗଣନା...

ଆସନ୍ତା କାଲିଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଜନଗଣନା...

ସୂଚନା ଦେଲେ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ

ଦେଶର ପ୍ରଥମ ଥର ପାଇଁ ଡିଜିଟାଲ ଜନଗଣନା ହେବ

ରାଜ୍ୟପାଳଙ୍କ ପାଖରୁ ଏହି ଜନଗଣନା ଆରମ୍ଭ ହେବ

ପ୍ରଥମ ପର୍ଯ୍ୟାୟରେ ୧୫ ଦିନ ଧରି ଚାଲିବ ସ୍ଵ ଗଣନା

ଏହି ଜନ ଗଣନା RTI ପରିସର ଭୁକ୍ତ  ନୁହେଁ