ଆସାମ ରେ ରେଳ ଧାରଣାରେ ଘଟିଲା ବିସ୍ଫୋରଣ...
ଆସାମ ରେ ରେଳ ଧାରଣାରେ ଘଟିଲା ବିସ୍ଫୋରଣ...
ଆସାମରେ ରେଳ ଧାରଣାରେ ବିସ୍ଫୋରଣ
ଉଡ଼ିଲା ଟ୍ରେନ୍ ଟ୍ରାକ୍
ସଲାକାଟି ଏବଂ କୋକ୍ରାଝାର ମଧ୍ୟରେ ଟ୍ରାକ୍ରେ ବିସ୍ପୋରଣ
IED ଦ୍ବାରା ବିସ୍ଫୋରଣ ଘଟାଇଥିବା RPFର ଅନୁମାନ
କେମିତି ଓ କାହିଁକି ବିସ୍ଫୋରଣ ଘଟିଲା କାରଣ ଅସ୍ପଷ୍ଟ
ମରାମତି ପାଇଁ ଘଟଣାସ୍ଥଳରେ ରେଳ ବିଭାଗ ଅଧିକାରୀ
ବିସ୍ଫୋରଣ ପରେ ଅନେକ ଟ୍ରେନ୍ର ଗତିପଥ ବଦଳିଲା