ଇଗ୍ଲୋର ନାମଲେଖା ଅବଧୂ ଚଳିତ ଫେବୃଆରି ୨୮ ତାରିଖକୁ ବୃଦ୍ଧି

Feb 17, 2026 - 10:23
 10
ଇଗ୍ଲୋର ନାମଲେଖା ଅବଧୂ ଚଳିତ ଫେବୃଆରି ୨୮ ତାରିଖକୁ ବୃଦ୍ଧି

ଇଗ୍ଲୋର ନାମଲେଖା ଅବଧୂ ଚଳିତ ଫେବୃଆରି ୨୮ ତାରିଖକୁ ବୃଦ୍ଧି

ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନା କର୍ତ୍ତୃପକ୍ଷ ଜାନୁଆରି ୨୦୨୬ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧୂକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧୂକୁ ମଧ୍ଯ ଚଳିତ ମାସ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି | ପୁନଃ ପଞ୍ଜିକରଣ ପାଇଁ ଅତିରିକୁ ୨୦୦/- ଟଙ୍କା ବିଳମ୍ବ ଶୁଳ୍କ ଦେବାକୁ ହେବ | ଆଗ୍ରହୀ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଇଗ୍ନାର ୱେବସାଇଟ www.ignou.ac.in କୁ ଅନୁସରଣ କରିପାରିବେ | ନାମ ଲେଖାଇବା ପାଇଁ ଆବେଦନ କରିବା ଲିଙ୍କ ହେଲା https://ignouadmission.samarth.edu.in | ฃด ดูง (BSCM), (BCOMF), (BAM) เฐเศด ନାମ ପଞ୍ଜିକରଣ କରିବାକୁ ଚାହୁଁଥ‌ିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି | ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଯଦି ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ ତେବେ ସେମାନେ ଇଗ୍ନା ତରଫରୁ ଦିଆଯାଉଥ‌ିବା ଏହି ରିହାତି ପାଇବାକୁ ଯୋ ହେବେ ନାହିଁ | ସମ୍ପୂର୍ଣ୍ଣ ପ୍ରସ୍ପେକ୍ଟସ୍ ସିଧାସଳଖ ଇଗ୍ନା ୱେବସାଇଟରୁ ଡାଉନଲୋଡ କରାଯାଇପ ରପାରିବ | | ଅନ୍ୟାନ୍ୟ ସୂଚନା ପ‌ ପାଇଁ ଇଗ୍ନା ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ବରକୁ ନିମ୍ନଲିଖୂତ ଫୋନ କିମ୍ବା ଇ-ମେଲ ଜରିଆରେ ଯୋଗାଯୋଗ କରିବାପାଇଁ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି । ଯାଗ୍ୟ ପାଇବା

ଫୋନ-୦୬୭୪-୨୩୦୧୩୪୮, ୨୯୭୧୦୭୧

admissionrc21@ignou.ac.in କୁ ଇ-ମେଲ୍-rcbhubaneswar@ignou.ac.in କରନ୍ତୁ।