ଉଦ୍ୟୋଗୀ ପରିବାରର ୫ ମ ସ୍ବନକ୍ଷତ୍ର ଉତ୍ସବ...

Mar 29, 2026 - 13:19
Mar 29, 2026 - 13:20
 5
ଉଦ୍ୟୋଗୀ ପରିବାରର ୫ ମ ସ୍ବନକ୍ଷତ୍ର ଉତ୍ସବ...

ଉଦ୍ୟୋଗୀ ପରିବାରର ୫ ମ ସ୍ବନକ୍ଷତ୍ର ଉତ୍ସବ...

ଓଡିଶା ଉଦ୍ୟୋଗୀ ପରିବାରର ପଞ୍ଚମ ସ୍ବନକ୍ଷତ୍ର ଅନୁଷ୍ଠିତ । ଭୂପେନ୍ଦ୍ର ପ୍ରତାପ ସିଂଙ୍କୁ ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ ପ୍ରଦାନ ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ଉପରେ ଗୁରୁତ୍ବ ପ୍ରଦାନ କରିବା ସହ ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବାକୁ ଅତିଥ୍‌ ସମୂହ ମତବ୍ୟକ୍ତ କରିଥିଲେ