ଋଷିକେଶରେ ଆରଭିଏନଏଲ୍ ପ୍ରକଳ୍ପ ସାଇଟ୍ ପରିଦର୍ଶନ କଲେ ଓଡ଼ିଶା ପ୍ରତିନିଧୂ ଦଳ
ଋଷିକେଶରେ ଆରଭିଏନଏଲ୍ ପ୍ରକଳ୍ପ ସାଇଟ୍ ପରିଦର୍ଶନ କଲେ ଓଡ଼ିଶା ପ୍ରତିନିଧୂ ଦଳ
ଅନୁଧ୍ୟାନ କଲେ ହିମାଳୟରେ ରେଳ ସଂଯୋଗର ) ଅଭିନବ ଯାନ୍ତ୍ରିକ । କୌଶଳ
ଭୁବନେଶ୍ବର,୧୩, ର,୧୩/୦୩/୨୦୨୬: ଭାରତ ସରକାରଙ୍କ ସୂଚନା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥୂବା ପିଆଇବି ଭୁବନେଶ୍ବର ପକ୍ଷରୁ ଆୟୋଜିତ ଉତ୍ତରାଖଣ୍ଡ ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧୂ ଦଳ ଆଜି ଋଷିକେଶ ସ୍ଥିତ ରେଳ ବିକାଶ ନିଗମ ଲିମିଟେଡ୍ (ଆରଭିଏନଏଳ ନଏଲ୍) ପ୍ରକଳ୍ପ ସୁଳ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ପ୍ରତିନିଧୂ ଦଳ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଚାଲିଥିବା ଏହି ବିଶାଳ ରେଳ ପ୍ରକଳ୍ପର କାର୍ଯ୍ୟଶୈଳୀ ଅନୁଧ୍ୟାନ କରିବା । ସହ ଏହାର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଥୂଳେ
ଆରଭିଏନଏଲ୍ର ଡିଜିଏମ୍ (ସିଭିଲ୍) ଶ୍ରୀ ଓମ୍ ପ୍ରକାଶ ମାଲଗୁଡୀ ଗଣମାଧ୍ଯମ ପ୍ରତିନିଧୂଙ୍କୁ ସ୍ବାଗତ ସ୍ବାଗତ କରିବା ସହ ବହୁ ପ୍ରତିକ୍ଷିତ ଋଷିକେଶ-କର୍ତ୍ତୃପ୍ରୟାଗ ରେଳ ଲାଇନ୍ ପ୍ରକଳ୍ପ କଳ୍ପର ଗୁରୁତ୍ବ ବିଷୟରେ ୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ସେ ସୂଚନା ଦେଇଥିଲେ ଯେ, ପ୍ରାୟ ११०,०० ୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ୧୨୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରେଳ ପଥ ଉତ୍ତରାଖଣ୍ଡର ୫ଟି ଜିଲ୍ଲା ଯଥା ଡେରାଡୁନ, ଟିହରୀ, ପୌଡ଼ି, ରୁଦ୍ରପ୍ରୟାଗ ଏବଂ ଚାମୋଲିକୁ ସଂଯୋଗ କରିବ। ହିମାଳୟ ଅଞ୍ଚଳରେ ଏହି ପ୍ରକଳ୍ପଟିକୁ ଭାରତୀୟ ରେଳବାଇର ଅନ୍ୟତମ ଚ୍ୟାଲେଞ୍ଜିଙ୍ଗ ଇଞ୍ଜିନିୟରିଂ କାର୍ଯ୍ୟ ଭାବେ ବିଚାର କରାଯାଉଛି।
ଏହି ପ୍ରକଳ୍ପର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଏହାର ନିର୍ମାଣ ଶୈଳୀ। ପ୍ରକଳ୍ପର ପ୍ରାୟ ୮୫ ପ୍ରତିଶତ ଅଂଶ ଟ ଅଂଶ ଟନେଲ୍ ବା ସୁଡ଼ଙ୍ଗ ସୁଡ଼ଙ୍ଗ ମଧ୍ଯ ଦେଇ ଗ ଗତି କରିବ ଯାହା ଏହାକୁ ଦେଶର ଅନ୍ୟତମ ଟନେଲ୍-ଲ୍-ସମୃଦ୍ଧ ରେଳ ପ୍ରକଳ୍ପରେ ପରିଣତ କରିଛି। ଏଥିପାଇଁ ९०० ଲୋମିଟରରୁ ଅଧୂକ ଦୂରତା ରତା ମଧ୍ୟରେ ୧୬ଟି ବଡ଼ ସୁଡ଼ଙ୍ଗ ଏବଂ ଗଭୀର ନଦୀ ଉପତ୍ୟକାରେ ଏକାଧୂକ ବୃହତ୍ ପୋଲ ନିର୍ମାଣ କରାଯାଉଛି। ଛି। ପରିଦର୍ଶନ ଦର୍ଶନ ଅବସରରେ ପ୍ରତିନିଧୂ ଦଳ ପ୍ରସ୍ତାବିତ ଶିବପୁରୀ ଷ୍ଟେସନ ପର୍ଯ୍ୟନ୍ତ ନିର୍ମାଣାଧୀନ ସୁଡ଼ଙ୍ଗ ମଧ୍ଯକୁ ଯାଇ କାର୍ଯ୍ୟର ସ୍ଥିତି ପରଖୂଥୂ ଖୁଥିଲେ। ହିମାଳୟର ର କଠିନ ପଥର କାଟି କିଭଳି ଅତ୍ୟାଧୁନିକ ଜ୍ଞାନକୌଶଳରେ ରେଳପଥ ନିର୍ମାଣ କରାଯାଉଛି, ସେ ବିଷୟରେ ସାମ୍ବ ସାମ୍ବାଦିକମାନେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ।
ଏହି ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍ବତ୍ୟ ଜିଲ୍ଲାଗୁଡ଼ିକୁ ଯାତାୟାତ ଅତି ସହଜ ହେବା ସହ ଉତ୍ତରାଖଣ୍ଡର ପ୍ରମୁଖ ଧର୍ମପୀଠଗୁଡ଼ିକୁ ଶ୍ରଦ୍ଧାଳୁମାନେ ସ୍ବଳ୍ପ ସମୟ ମୟରେ ଯାଇପାରିବେ। ଏହା ଦ୍ବାରା ଅଞ୍ଚଳର ନର ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ସହ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏକ ନୂତନ ବିପ୍ଳବ ପ୍ଳବ ଆସିବ ବୋଲି ଅଧୂକାରୀମାନେ ଆଶା ପ୍ରକାଶ ପ୍ରକାଶ କରିଛନ୍ତି।
ଏହି ପ୍ରତିନିଧୂ ଦଳକୁ ପିଆଇବି ଭୁବନେଶ୍ବରର ସହଜ ପରିଚାଳନା କରୁଛନ୍ତି । ପରିଦର୍ଶନ ସମୟରେ ପିଆଇବି ଡେ ସହକାରୀ ନିର୍ଦ୍ଦେଶକ ଶ୍ରୀ ମହେନ୍ଦ୍ର ଜେନା ଓ ସୂଚନା ସହାୟକ ଶ୍ରୀ ବିକାଶ ରଞ୍ଜନ ଦଳାଇ ଡେରାଡୁନର ସହକାରୀ ନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ ସୁନ୍ଦ୍ରିୟାଲ ମଧ୍ୟ ଉପସ୍ଥିତ ଥିଲେ।