ଏଫ୍ବିଓଆଇଓଏର ଉପ-ସଭାପତି ଏବଂ ବିଓଆଇ ଅଫିସର୍ସ ଆସୋସିଏସନ୍ର ସାଧାରଣ ସମ୍ପାଦକ କମଲଜିତ୍ ମହାପାତ୍ରଙ୍କ ଉଦ୍ଦେଶ୍ୟପୂର୍ଣ ଶିଖର ଅଭିଯାନ
ଏଫ୍ବିଓଆଇଓଏର ଉପ-ସଭାପତି ଏବଂ ବିଓଆଇ ଅଫିସର୍ସ ଆସୋସିଏସନ୍ର ସାଧାରଣ ସମ୍ପାଦକ କମଲଜିତ୍ ମହାପାତ୍ରଙ୍କ ଉଦ୍ଦେଶ୍ୟପୂର୍ଣ ଶିଖର ଅଭିଯାନ
ଭୁବନେଶ୍ଵର: ଏଫ୍ବିଓଆଇଓଏ ଇଓଏ (FBOOA)ର ଉପସଭାପତି ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର୍ସ ଆସୋସିଏସନ, ଓଡ଼ିଶା ୟୁନିଟ୍ର ସାଧାରଣ ଧାରଣ ସମ୍ପାଦକ କମ୍ରେଡ୍ କମଜିତ ମହାପା ପାତ୍ର ଚ୍ୟାଲେଞ୍ଜିଙ୍ଗ୍ ସାର୍ ପାସ୍ ଟ୍ରେକ୍ (୧୩,୮୫୦ ଫୁଟ୍) ସଫଳତାର ସହ ସମ୍ପୂର୍ଣ୍ଣ କରିଛନ୍ତି ଯାହା ତାଙ୍କର ଦୃଜ ସଂକଳ୍ପ, ସହନଶୀଳତା ଓ ଅଦମ୍ୟ ମ ଦମ୍ୟ ମନୋବଳର ଏକ ଉଜ୍ଜ୍ଵଳ ଉଦାହରଣ ।
ଏହି ସ ସଫଳତାକୁ ଆହୁରି ଆହୁରି ବିଶେଷ କରିଛି ହିମାଳୟର ମନୋରମ ଉଚ୍ଚତାରେ ଏଫ୍ବିଓଆଇଓଏ (FBOOA) ସ୍ଵର ଓ ଏଫ୍.ଓଆଇଓଏ (FBOIOA) କନେକ୍ଟର ଯାହା ଏକ ନୂତନ ଉଚ୍ଚତାକୁ ସ୍ପର୍ଶ କରିଥିଲା ଏବଂ ଶିଖରରେ ବହନ କରାଯାଇଥିବା ବ୍ୟାନର ମାଧ୍ୟମରେ ପ୍ରତୀକାମୂକ ଭାବେ ପ୍ରତିଫଳିତ ହୋଇଥିଲା ।
ସାର୍ ପା ପାସ୍ର ଶିଖରରେ ଦଣ୍ଡାୟମାନ ହୋଇ କମ୍ରେଡ ଶ୍ରୀ ମହାପାତ୍ର ଏହି ସଫଳତାକୁ ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀମାନଙ୍କ ମନର ଦାବି “ ୫ ଦିନିଆ ପାଇଁ ସମର୍ପିତ କରିଥିଲେ ।
ବ୍ୟାଙ୍କ କର୍ମଚାରୀମାନେ ନିଜର ବୃଷିଗତ ଦାୟିତ୍ବ ସହ ବ୍ୟକ୍ତି କ୍ତିଗତ ଜୀବନର ସନ୍ତୁଳନ ରକ୍ଷା କରି ନିରନ୍ତର ସେବା ପ୍ରଦାନ କରୁଛନ୍ତି । ବର୍ତମାନ ସମୟ ଆସିଛି ଏମିତି ଏକ ବ୍ୟବସ୍ଥା ଦିଗରେ ଅଗ୍ରସର ହେବାର, ଯାହା ସୁସ୍ଥ କାର୍ଯ୍ୟ—ଜୀବନଶୈଳୀ ସନ୍ତୁଳନ, ଉନ୍ନତ କାର୍ଯ୍ୟ ଦକ୍ଷତା ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଦୀର୍ଘସ୍ଥାୟୀ ୟୀ ସୁସ୍ଥତାକୁ ପ୍ରୋତ୍ସାହିତ କରିବ |
ହିମାଳୟର ଗର ଉଚ୍ଚ ଶିଖରରୁ ଏହି ବାର୍ଭା ସ୍ପଷ୍ଟ ଓ ଦୃଢ ଭାବେ ପ୍ରତିଧ୍ଵନିତ ହେଉଛି । “ ଆମେ ପ୍ରତିଦିନ ସେବା କରୁଛୁ- ଏବେ ସପ୍ତାହରେ ୫ ଦିନ କାର୍ଯ୍ୟ କରିବାର ସମୟ ଆସି ସିଛି” ବୋଲି ଲି ଶ୍ରୀ ମହାପାତ୍ର ତ୍ର ସନ୍ଦେଶ ଦେଇଥିଲେ ।