ଓଡ଼ିଶା ଗଠନରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭୂମିକା
ଓଡ଼ିଶା ଗଠନରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଭୂମିକାକୁ ଦେଖ୍ ମୃତ୍ୟୁ ପୂର୍ବରୁ ୧୯୩୪ରେ ଉତ୍କଳ ଗୌରବ ମଧୁସୂଦନ ଦାସ କହିଲେ-
‘ମୁଁ ମଲା ପରେ ନୀଳକଣ୍ଠ ରହିବ, ଓଡ଼ିଶାର ସବୁ କାର୍ଯ୍ୟ କରିବ, ତାକୁ ଧରି ତୁମେ ସମସ୍ତେ ଚଳିବ।'
*୧୯୩୬ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲା
*୧୯୩୭ରେ ନୀଳକଣ୍ଠଙ୍କ ନେତୃତ୍ୱରେ କଂଗ୍ରେସ ଓଡ଼ିଶାରେ ବିଜୟୀ ହେଲା। ଅବଶ୍ୟ ସେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ (ପ୍ରଧାନମନ୍ତ୍ରୀ) କରାନଯାଇ ବିଶ୍ବନାଥ ଦାସଙ୍କୁ କରାଗଲା।