ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ଵର
ବିଷୟ- ଓଡ଼ିଶାର ପ୍ରକୃତି ଓ ସଂସ୍କୃତି
ବନେଶ୍ଵର- ତା୧୩.୦୪.୨୦୨୬ରି ୨୦୨୬ରିଖ । ଓଡ଼ିଶା ରାଜ୍ୟ ଅଭିଲେଖାଗାରଟେ ଗାରରେ ୯୪ ତମ ସ୍ଵତନ୍ତ୍ର ତନ୍ତ୍ର ସଂ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇ ଯାଇଅଛି । ଉକ୍ତ ଉତ୍ସବ ବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଶିକ୍ଷାବିତ୍ ତଥା ସୁସାହିତ୍ୟିକ ପ୍ରଫେସର ବସନ୍ତ କୁମାର ପଣ୍ଡା । ମୁଖ୍ୟ ଅତିଥିଭାବରେ ଯୋଗଦାନ ଯୋ Iନ କରିଥିଲେ ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ତଥା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ, ସମ୍ପାନରେ ସ୍ଵାଗତ ଭାଷଣ ଦେଇଥିଲେ ଓଡ଼ିଶା ରା ରାଜ୍ୟ ଅଭିଲେଖାଗାର ରର ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏ (ଲ୍ଲୀ ଏବଂ ଧର୍ମ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ଵତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧୂକାରୀ ଶ୍ରୀମତୀ ବନାନୀ ମହାପାତ୍ର ।
ସମ୍ପାନର ମୁଖ୍ୟ ବକ୍ତା ପ୍ରଫେସର ବସନ୍ତ କୁମାର ପଣ୍ଡା କହିଥିଲେ ଯେ ଓଡ଼ିଶା ଭାରତ ଭାରତର ପୂର୍ବତଟ ଟରେ ଅବସ୍ଥିତ ଏକ ସୁନ୍ଦର ରାଜ୍ୟ, ଯାହାର ପ୍ରକୃତି ଓ ସଂସ୍କୃତି ବିବିଧ ଓ ସମୃଦ୍ଧ । ଏଠାରେ ପ୍ରକୃତିର ରୂପ ଓ ମାନବ ସଂସ୍କୃତିର ମିଶ୍ରଣ ଓଡ଼ିଆ ଜନ ଜୀବନକୁ ଏକ ବିଶିଷ୍ଟ ପରିଚୟ ଦେଇଛି । ଓଡ଼ିଶାର ପ୍ରକୃତି ଅତ୍ୟନ୍ତ ଆକର୍ଷଣୀୟ ଓ ବୈଚିତ୍ରମୟ । ପୂର୍ବରେ ବିଶାଳ ବଙ୍ଗୋପସାଗର, ପଶ୍ଚିମରେ ପର୍ବତ ମାଳା, ମଧ୍ୟଭାଗରେ ନଦୀ ଓ ଉପତ୍ୟକା– ଏହି ସମସ୍ତ ଭୌଗୋଳିକ ବିଭିନ୍ନତା ଓଡ଼ିଶାକୁ ଏକ ସ୍ଵତନ୍ତ୍ର ରୂପ ଦେଇଛି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ ପରି ନଦୀମାନେ ଏହି ଭୂମିକୁ ଉର୍ବର କରିଛନ୍ତି ଛନ୍ତି । ଏସିଆର ସବୁଠୁ ବଡ଼ ଲୁଣିପାଣି ହ୍ରଦ ଭାବେ ପରିଚିତ ଚିଲିକା ଜଳଚର ପ୍ରାଣୀ ଓ ପକ୍ଷୀମାନଙ୍କର ନିବାସ ସ୍ଥଳୀ । ସିମିଳିପାଳ ଓ ସାତ ତକୋଶିଆ ପରି ଜଙ୍ଗଲ ଏବଂ ଅଭୟାରଣ୍ୟ ଗୁଡ଼ିକ ପ୍ରାଣୀ ବିବିଧତାର ଭଣ୍ଡାର ଅଟେ । ଏହି ପ୍ରାକୃତିକ ସମ୍ପଦ ଓଡ଼ିଆ ଜୀବନ ଜୀବନକୁ ପ୍ରଭାବିତ କରିଛି-କୃଷି, ମାଛ ଧରା ଓ ଜଙ୍ଗଲ ନିର୍ଭର ଜୀବନ ଏଠାରେ ପ୍ରମୁଖ । ଓଡ଼ିଶାର ସଂସ୍କୃତିର କେନ୍ଦ୍ରବି କେନ୍ଦ୍ରବିନ୍ଦୁ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି । ପୁରୀର ଶ୍ରୀମନ୍ଦିର ଓ ରଥଯାତ୍ରା ବିଶ୍ଵପ୍ରସିଦ୍ଧ । ଏହା ମାନବତା, ସମତା ଓ ଭକ୍ତିର ପ୍ରତୀକ । ରଥଯାତ୍ରା, ଦୁର୍ଗାପୂଜା, ମକର ସଂକ୍ରାନ୍ତି, ରଜ ପର୍ବ ପରି ପର୍ବସବୁ ଓଡ଼ିଆ ଜୀବନର ଅଂଶ । ଏହି ପର୍ବଗୁଡ଼ିକ ସାମୂହିକ ଏକତା ଓ ଆନନ୍ଦକୁ ପ୍ର କରେ । ଓଡ଼ିଶା ଓଡ଼ିଶୀ ନୃତ୍ୟ, ପଟ୍ଟଚିତ୍ର, ପଥର ଶିଳ୍ପ ଓ ହସ୍ତଶିଳ୍ପ ପାଇଁ ପ୍ରସିଦ୍ଧ । ଓଡ଼ିଆ ସାହିତ୍ୟରେ ସାରଳା ଦାସ, ଜଗନ୍ନାଥ ଦାସ ପରି କବିମାନଙ୍କର ଅମୂଲ୍ୟ ଅବଦାନ ରହିଛି । ପାଲା, ଦାସକାଟିଆ, ଘୁମୁରା ପରି ଲୋକକଳା ଓଡ଼ିଆ ସଂସ୍କୃତିକୁ ଜୀବନ୍ତ ରଖୁଛି । ଆଦିବାସୀ ସଂସ୍କୃତି ମଧ୍ଯ ଓଡ଼ିଶାର ଅଭିନ୍ନ ଅଂଶ । ଓଡ଼ିଶାର ପ୍ରକୃତି ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ନଦୀ, ପାହାଡ଼, ଜଙ୍ଗଲ ଓ ଋତୁପରିବର୍ତନ ଓଡ଼ିଆ ପର୍ବପର୍ବାଣୀ ଓ ଜୀବନଶୈଳୀ ପ୍ରଭାବିତ କରେ । ରଜ ପର୍ବ ମାଟି ମା’ଙ୍କର ସୃଜନଶୀଳ ଳତାକୁ ପୂଜା କରେ, ମକର ସଂକ୍ରାନ୍ତି ଫସଲ ଉତ୍ସବ ଭାବେ ପାଳିତ ହୁଏ । ଓଡ଼ିଶାର ପ୍ରକୃତି ଓ ସଂସ୍କୃତି ଏକ ଓ ଅଭିନ୍ନ ସମ୍ପର୍କରେ ବନ୍ଧା । ପ୍ରକୃତି ଏଠାରେ ଜୀବନର ଆଧାର, ଯେତେବେଳେ ସଂସ୍କୃତି ଏହାକୁ ଆମ୍ବା ଦେଇଥାଏ । ଏହି ଦୁଇର ସମନ୍ବୟ ଓଡ଼ିଶାକୁ ଏକ ସମୃଦ୍ଧ ଓ ସୁନ୍ଦର ସାଂସ୍କୃତିକ ଭୂମିରେ ପରିଣତ କରିଛି । ପ୍ରକାଶ
ସହ ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ ଆଜିର ଓଡ଼ିଆ ଖାଦ୍ୟ ଦିବସର ଶୁଭେଚ୍ଛା ବାର୍ତ୍ତା ଦେବା ଓଡ଼ିଆ ନବ ବର୍ଷର ଆଗୁଆ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଆ ସଂସ୍କୃତି ହେଉଛି ସ୍ନେହ, କରୁଣା, ସୌହାନ୍ଧ୍ୟ, ତ୍ୟାଗ, ସାଧୁତା ଓ ସାମାଜିକ କର୍ଭବ୍ୟ ନିଷ୍ଠାର ପ୍ରତୀକ । ଆମର ଚାଲି ଚଳଣୀ, ସାମାଜିକ ଆଚରଣ, ଆମ ଜୀବନବୋଧ, ଆମ ଜୀବନଶୈଳ ଶୈଳୀ, ଆମର ନୃତ୍ୟ, ସଙ୍ଗୀତ, ଖାଦ୍ୟ, ପୋଷାକ, ଚିତ୍ରକଳା ଏ ସବୁ ହେଉଛି ଆମ ଓଡ଼ିଆ ଅସ୍ମିତା । ଗୋଟିଏ ଜାତିର ପରିଚୟ ଚୟ ତା’ର ଅସ୍ମିତା ଯୋଗୁଁ ଆସିଥାଏ ।
ଆଲୋଚନାଚକ୍ରରେ ଓଡିଶାର ଅନେକ ଗବେଷକ, ଐତିହାସିକ, ବୁଦ୍ଧିଜୀବି, ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଲେଖକ, କବି, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ପରିଶେଷରେ ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା ।
Blaa menrgay ଯୁଗ୍ମ ନିର୍ଦ୍ଦେଶକ ତଥା ଅଧୀକ୍ଷକ,