ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପୁଣି ବର୍ଷା ଲାଗିରହିବ...

Aug 12, 2026 - 09:56
 6
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପୁଣି ବର୍ଷା ଲାଗିରହିବ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। 

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି। 

ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସକାଳ ୫.୩୦ରେ ସୃଷ୍ଟି ହୋଇଛି ଲଘୁଚାପ। 

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହେବା ସମ୍ଭାବନା ରହିଛି। 

ଏହା ପ୍ରଭାବରେ ଆଜିଠୁ ଓଡ଼ିଶାରେ ବଢ଼ିବ ବର୍ଷାର. ପରିମାଣ।