ଓଡ଼ିଶାରେ 'ଜ୍ଞାନ ଭାରତମ୍ ନି ରତମ୍ ମିଶନ' ଜାତୀୟ ଅଭିଯାନ ଅଗ୍ରଗତି ସଂପର୍କିତ ସମୀକ୍ଷା । ବୈଠକ ଅନୁଷ୍ଠିତ
ଓଡ଼ିଶାରେ 'ଜ୍ଞାନ ଭାରତମ୍ ନି ରତମ୍ ମିଶନ' ଜାତୀୟ ଅଭିଯାନ ଅଗ୍ରଗତି ସଂପର୍କିତ ସମୀକ୍ଷା । ବୈଠକ ଅନୁଷ୍ଠିତ
ବିଭିନ୍ନ ରାଜ୍ୟ ତଥା ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବହନ କରୁଥିବା ତଥା ପ୍ରାଚୀନ ତାଳପତ୍ର ପୋଥୂ ଏବଂ ପାଣ୍ଡୁଲିପିଗୁଡ଼ିକର ସର୍ବେକ୍ଷଣ, ସଂରକ୍ଷଣ ଓ ଡିଜି ଜିଟାଇଜେସନ ସଂପର୍କରେ ଏକ ବୈଠକ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସର୍ତିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଅନୁ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡ଼ିଆ ଓଡ଼ିଆ ଭାଷା, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରଶ୍ମିତା ପଣ୍ଡା, ବିଭାଗର ସ୍ବତନ୍ନ ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦେବ ପ୍ରସାଦ ଦାଶଙ୍କ ସମେତ ବରିଷ୍ଠ ପଦାଧୂକାରୀମାନେ ଉପସ୍ଥିତ ଥିଲେ । ଏହିସବୁ ମୂଲ୍ୟବାନ ସମ୍ପଦର ସଂରକ୍ଷ ରକ୍ଷଣ ଓ ସୁରକ୍ଷା ପାଇଁ ସହଯୋଗ କରିବା ଓ ସ୍ବେଚ୍ଛାକୃତ ଭାବେ ନିଜ ପାଖରେ ଥୂବା ପ୍ରାଚୀନ ତାଳପତ୍ର ପୋଥ୍ ଏବଂ ପାଣ୍ଡୁ ପାଣ୍ଡୁଲିପିଗୁଡ଼ିକର ପଞ୍ଜିକରଣ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜନସା ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ଭାରତ ସରକାରଙ୍କ 'ଜ୍ଞାନ ଭାଗ ଭାରତମ୍ ମିଶନ' ଅଧୀନରେ ଆରମ୍ଭ ହୋଇଥିବା ଏହି ଜାତୀୟ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ବିଭିନ୍ନ ପ୍ରାନ୍ତରେ ବିକ୍ଷିପ୍ତ ହୋଇ ହାଇ ରହିଥିବା ପାଣ୍ଡୁଲିପିଗୁଡ଼ିକର ସର୍ବେକ୍ଷଣ, ସଂଗ୍ରହ, ସଂରକ୍ଷଣ ଏବଂ ଡିଜିଟାଇଜେସନ କରି ଏକ କେନ୍ଦ୍ରୀୟ 'ନ୍ୟାସନାଲ ଡିଜିଟାଲ ଡିଜିଟାଲ ରେପୋଜିଟୋରୀ' (ଏନଡିଆର) ପ୍ରସ୍ତୁତ କରିବା । ଓଡ଼ିଶାର ସମୃଦ୍ଧ ପରମ୍ପରା ତାଳପତ୍ର ପୋଥୂ ଓ ପାଣ୍ଡୁଲିପି ଆଦି ଆଦିରେ ଲିପିବଦ୍ଧ ରହିଛି । ସେସବୁ ମଧ୍ଯ ସଂସ୍କୃତ, ପାର୍ଲି, ଓଡ଼ିଆ ଏବଂ ଆଂଚଳି ଳିକ ଭାଷାରେ ରହିଛି । ଏହା ରାଜ୍ୟ ତଥା ଦେଶର ସାଂସ୍କୃତିକ ଐତିହ୍ୟ, ଗବେଷଣା, ସଂରକ୍ଷିତ ତଥ୍ୟର ଡିଜିଟାଲ ଉପଲବ୍ଧତା, ଭବିଷ୍ୟତରେ କାଟାଲଗିଂ କରି କରି ସଂରକ୍ଷଣ, ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବ ।
ବୈଠକରୁ ଜଣାଯାଇଛି ଯେ, ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ ୫୩,୯୫୦ଟି ପାଣ୍ଡୁଲିପି ପଞ୍ଜିକରଣ ହୋଇଛି । ସେଗୁଡ଼ିକ ସଂପର୍କରେ ସବିଶେଷ ଅନୁଧ୍ୟାନ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସିର୍ବେକ୍ଷଣ ଓ ଡିଜିଟାଇଜେସନ କରାଯାଉଛି । ବିଭାଗ ପକ୍ଷରୁ ବିଜ୍ଞାପନ ମାଧ୍ୟମରେ ଯେଉଁ ବିଭିନ୍ନ ଧାର୍ମିକସୁଳ ଏବଂ ଐତିହ୍ୟ ସହ ଜଡ଼ିତ ଅନୁଷ୍ଠାନମାନ ମାନଙ୍କରେ ଅଧୂକ ତାଳପତ୍ର ପୋଥ୍ ବା ପାଣ୍ଡୁଲିପି ଆଦି ରହିଥିବା ପଂଜୀକରଣ କରାଯାଇଛି, ସେସବୁକୁ ପ୍ରଥମେ ସର୍ବେକ୍ଷଣ କରାଯିବ । ସେହିପରି ସହିପରି ଯେଉଁ ଯେଉଁ ବ୍ୟକ୍ତିମାନଙ୍କ ପାଖରେ ମଧ୍ଯ ଏସବୁ ଅଧୂକ ରହିଥିବା ପଞ୍ଜିକୃତ ହୋଇଛି, ସେମାନଙ୍କ ପାଖକୁ ଯାଇ ମଧ୍ଯ ସର୍ବେକ୍ଷଣ କରାଯିବ ଏବଂ ପର୍ଯ୍ୟାୟକ୍ରମେ ପଂଜୀକୃତ ଅନ୍ୟ ସମସ୍ତ ପାଖରେ ଥିବା ସଂପର୍କରେ ସର୍ବେକ୍ଷଣ କରାଯିବ ।
ଏହି ଅଭିଯାନକୁ ଅଧୂକ ତ୍ୱରାନ୍ବିତ କରିବା ପାଇଁ ମଠ, ମନ୍ଦିର, ଲାଇବ୍ରେରୀ ଏବଂ ବ୍ୟକ୍ତିଗତ ସଂଗ୍ରହରେ ଥୂବା ସମସ୍ତ ପୋଥୁଗୁଡ଼ିକୁ 'ଜ୍ଞାନ ଭାରତମ୍' ମୋବାଇଲ୍ ଆପ୍ ମାଧ୍ୟମରେ ପଞ୍ଜିକୃତ କରାଯିବାକୁ ସଂସ୍କୃତି ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଯେଉଁମାନେ ସ୍ବେଚ୍ଛାକୃତ ଭାବେ ପଞ୍ଜୀକରଣ କରି ନପାରିବେ, ସେମାନଙ୍କ ପାଖକୁ ସଂସ୍କୃତି ବିଭାଗ ପକ୍ଷରୁ ସର୍ବେକ୍ଷଣ ପାଇଁ ଅଧୁକାରୀ ବା କର୍ମଚାରୀମାନେ ଯିବେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ମିଶନରେ ସର୍ବେକ୍ଷଣ ୨୦୨୬ ମାର୍ଚ୍ଚ ୧୬ ରୁ ଆରମ୍ଭ ହୋଇ ତିନି ମାସ ପର୍ଯ୍ୟନ୍ତ ଚାଲୁ ରହିବା ପାଇଁ ନିର୍ଦ୍ଦେଶ ରହିଛି । ଏ ସଂପର୍କରେ ସମସ୍ତ ଜନସାଧାର ସୂଚନା ଓ ସଚେତନ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି । ବିଶେଷ କରି ଗଞ୍ଜାମ, ଭଦ୍ରକ, କଟକ, ନୟାଗଡ଼ ଏବଂ ପୁରୀ ଜିଲ୍ଲାରୁ କାର୍ଯ୍ୟ
ଅଧୂକ ତାଳପତ୍ର ପତ୍ର ପୋଥ୍ ଓ ପାଣ୍ଡୁଲିପି ପଞ୍ଜୀକରଣ ହୋଇଥିବାରୁ ଏହି ସର୍ଭେ କାର୍ଯ୍ୟକୁ ସେସବୁ ସେ ଜିଲ୍ଲାଗୁଡ଼ିକରେ ସର୍ବେକ୍ଷଣ ଅଧୂକ ବ୍ୟାପକ କରିବାକୁ ପରାମର୍ଶ ଦିଅ ଦିଆଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସର୍ବେକ୍ଷଣ କାର୍ଯ୍ୟ ର୍ଯ୍ୟ ସହଜ ଓ ତ୍ବରାନ୍ବିତ କରିବା ପାଇଁ ପଂଜୀକୃତ ହୋଇଥିବା ତାଳପତ୍ର ନପତ୍ର ପୋଥ୍ ଓ ପାଣ୍ଡୁଲିପିଗୁଡ଼ିକୁ ଜିଲ୍ଲାଓ୍ବାରୀ କରି ଜିଲ୍ଲାପାଳମାନଙ୍କୁ ପ୍ରଦାନ ଦାନ କରିବାକୁ ପରାମର୍ଶ ଦେଇଛନ୍ତି ।
ସାଧାରଣ ଜନତ ନତା ଏବଂ ବିଭିନ୍ନ ଅନୁଷ୍ଠାନକୁ ସଚେତନ କରିବା ପାଇଁ ଇଁ ବ୍ୟାପକ ବ୍ୟ ପ୍ରଚାର ପ୍ରସାର ଜାରି ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଯେ ଯେଉଁ ବ୍ଯକ୍ତି କ୍ତି ବା ସଂସ୍ଥା ନିଜ ପାଖରେ ଥିବା ପୋଥୂଗୁ ଥୂଗୁଡ଼ିକୁ ସଂସ୍କୃତି ବିଭାଗକୁ ସ୍ଥାୟୀ ଭାବେ ହସ୍ତୁନୁର କରିବାକୁ ଚାହୁଁନାହାଁନ୍ତି, ସେମାନେ କେବଳ ଡିଜିଟାଇଜେସନ ପାଇଁ ରାଜ୍ୟ ସଂଗ୍ରହାଳୟକୁ ସାମୟିକ ଭାବେ ପ୍ରଦାନ କରିପାରିବେ କିମ୍ବା ସେମାନଙ୍କ ସ୍ଥାନକୁ ଡିଜିଟାଇଜେସନ ଦଳ ଯାଇ ଏହି କାର୍ଯ୍ୟ ସମ୍ପାଦନ କରିବେ ।
ଓଡ଼ିଶା ସରକ କାର ଏକ ସ୍ବତନ୍ତ୍ର ପୋଥ୍ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ପାଇଁ ମଧ୍ୟ ଘୋଷଣା କରିଛନ୍ତି, ଯାହା ଆମର ସାଂସ୍କୃତିକ ଜ୍ଞାନ ପରମ୍ପରାର ପରିବୃଦ୍ଧି ଓ ସଂରକ୍ଷଣ ଦିଗରେ ବଡ଼ ପଦକ୍ଷେପ ହୋଇଛି । ଏହି ଏହି ତାଳପତ୍ର ପୋଥ୍ ଓ ପାଣ୍ଡୁଲିପି ଆଦି ସଂଗ୍ରହ କାର୍ଯ୍ୟରେ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ସମନ୍ବୟ ଆବଶ୍ୟକତା ରହୁଥିବାରୁ ଜିଲ୍ଲାପାଳ ପାଳମାନଙ୍କୁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ପର୍କରେ ଜିଲ୍ଲା ସ୍ତରୀୟ କମିଟି ମିଟି ଗଠନ କରାଯିବା ଜିଲ୍ଲା ସଂସ୍କୃତି ଅଧୂକାରୀମାନଙ୍କୁ ସର୍ବେକ୍ଷଣ କାର୍ଯ୍ୟ ପାଇଁ ସମନ୍ବୟ ଦାୟିତ୍ଵ ଦିଆଯିବା ଏବଂ ସର୍ଭେ କାର୍ଯ୍ୟର ନିୟମିତ ତଦାରଖ ଉପରେ ରେ ଗୁରୁତ୍ୱାରୋପ କରାଯାଇଥିଲା । ଏ ସଂପ