ଓଡିଶା ବିଧାନସଭା ପରିଭ୍ରମଣରେ ଆସିଥିବା ଖୋର୍ଦ୍ଧା ପି ଏମ ଶ୍ରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଉପସ୍ଥିତ ଅଛନ୍ତି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ
ଓଡିଶା ବିଧାନସଭା ପରିଭ୍ରମଣରେ ଆସିଥିବା ଖୋର୍ଦ୍ଧା ପି ଏମ ଶ୍ରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଉପସ୍ଥିତ ଅଛନ୍ତି ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ||