ଓଡିଶା ର ଗର୍ବ ଓ ଗୌରବ ଆଣିଛନ୍ତି ଯୁବ ଓକିଲ ସୀରୂପା ହୋତା

Aug 6, 2026 - 11:28
 3
ଓଡିଶା ର ଗର୍ବ ଓ ଗୌରବ ଆଣିଛନ୍ତି ଯୁବ ଓକିଲ ସୀରୂପା ହୋତା

ବର୍ଷ ମାତ୍ର ୨୪, 

ଯୁବ ଓକିଲ ସୀରୂପା ହୋତା 

ପିତା ବ୍ୟବସୟୀ ଧନଞ୍ଜୟ ହୋତା ଓ ମାତା ପୁଷ୍ପାଞ୍ଜଳି ହୋତାଙ୍କ କନ୍ୟା 

ସେ ଏବେ ସୁପ୍ରିମ କୋର୍ଟ ରେ ନିଜର ଦକ୍ଷତା, ବିଚକ୍ଷଣତା ପ୍ରଦର୍ଶନ କରି ସୁପ୍ରିମ କୋର୍ଟ ପରିସରରେ ଓଡିଶା ର ଗର୍ବ ଓ ଗୌରବ ଆଣିଛନ୍ତି |