ଓଡିଶା ରଣଜୀ ଦଳ ଘୋଷଣା...

Oct 6, 2026 - 16:38
 17
ଓଡିଶା ରଣଜୀ ଦଳ ଘୋଷଣା...

ପ୍ରଥମ ୨ଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳ ଘୋଷଣା

ଶୁଭ୍ରାଂଶୁ ସେନାପତିଙ୍କ ଅଧିନାୟକତ୍ବରେ ୧୭ ଜଣିଆ ଟିମ୍ ଘୋଷଣା

୧୭ ଜଣିଆ ଦଳରେ ୪ ନୂଆ ମୁହଁ ସାମିଲ୍‌

ସ୍ବସ୍ତିକ ସାମଲ, ଓମ୍ ଟି ମୁଣ୍ଡେ, ଗୌରବ ଚୌଧୁରୀ, ଶ୍ରେୟାଂଶ ଭରଦ୍ବାଜ

ସନ୍ଦୀପ ପଟ୍ଟନାୟକ, ଶାନ୍ତନୁ ମିଶ୍ର, ଆଶୀର୍ବାଦ ସ୍ବାଇଁ, ଦୀନେଶ ମାଝୀ

ନିନାଦ ରାଠୱା, ଲଳିତ ଯାଦବ, ରାଜେଶ ମହାନ୍ତି, ପ୍ରଶାନ୍ତ ରଣା

ସୌମ୍ୟ ଲେଙ୍କା, ସମ୍ବିତ ବେଜ, ସୟିଦ ତୁଫୈଲ୍ ଅହମ୍ମଦ, ବାଦଲ ବିଶ୍ବାଳ