ଓଡିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ସେରି୍ଫେଡ 56ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

Mar 29, 2025 - 10:35
Mar 29, 2025 - 14:03
 30
ଓଡିଶା ସମବାୟ ଟସର ଓ ରେଶମ ମହାସଂଘ ଲିଃ ସେରି୍ଫେଡ 56ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଭୁବନେଶ୍ୱର : ଓଡିଶା ସମବାୟ ଟସର ରେଶମ ମହାସଂଘ 56 ତମ ସଭା ସେରି୍ଫେଡ ସଭାପତି ଶ୍ରୀଯୁକ୍ତ ଭାଗିରଥି ନନ୍ଦ ଉପସ୍ଥିତ ରେ ସଭାପତି ଆୟୁଜନ ହେଇଥିଲା ଅନ୍ୟ ବରିଷ୍ଠ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିଲେ ଓଡିଶା ସବୁ ଜିଲ୍ଲା ରୁ ଟସର ରେଶମ ସୋସାଇଟି ସଭାପତି, ସଭ୍ୟ ମାନେ ଉପସ୍ଥିତ ଥିଲେ କେମିତି ଓଡିଶା ରେ କେମିତି ଟସର ରେଶମ ଆଗକୁ କେମିତି ଅଧିକା ଆମଦାନୀ ହେଇ ପାରିବ ସେଇ ବିଷୟରେ ଆଲୋଚନା ସରକାର ଙ୍କୁ ଦାବି ଜଣାଇବା ସଭାପତି ଭାଗିରଥି ନନ୍ଦ ଉପସ୍ଥାପନା କରିଲେ ବୁଣାକାର ଭାଇ ଓ ଭଉଣୀ ମାନେ କେମିତି ଉପକୃତ ହେଇପାରେ ସଭାପତି ଭାଗିରଥି ନନ୍ଦ ପ୍ରଚେଷ୍ଟା କରିଛନ୍ତି, ପ୍ରଦୀପ ପ୍ରଦାନ ବରିଷ୍ଠ ଅତିଥି ମାନଂକୁ ସ୍ବାଗତଂ ଉତ୍ତରୀ ପ୍ରଦାନ ସହିତ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ, ବହୁତ ଶୁଙ୍ଖଳିତ ଭାବେ ସଭା ଆୟୋଜନ କରିଥିଲେ ସମସ୍ତ ପାଇଁ ଖାଦ୍ୟ ପେୟେର ଆୟୋଜନ କରାଯାଇଥିଲା, 

ଭୁବନେଶ୍ୱର ରୁ ରିପୋର୍ଟ 

ରଶ୍ମିରଂଜନ ମିଶ୍ର 

AV News