କଂଗ୍ରେସରୁ ବିଦା ହେଲେ ମୋକିମ, ଦଳରୁ ବହିଷ୍କାର କଲେ ଭକ୍ତ ଦାସ

Dec 15, 2025 - 13:45
Dec 15, 2025 - 13:47
 2
କଂଗ୍ରେସରୁ ବିଦା ହେଲେ ମୋକିମ, ଦଳରୁ ବହିଷ୍କାର କଲେ ଭକ୍ତ ଦାସ

କଂଗ୍ରେସରୁ ବିଦା ହେଲେ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ । ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ୍ କରି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପିସିସି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।