ଲୋକାର୍ପିତ ହେଲା ଖଣ୍ଡଗିରି ଓ ବରମୁଣ୍ଡା ଫ୍ରୁଟ ଓଭର ବ୍ରିଜ...
ବରମୁଣ୍ଡା ଏବଂ ଖଣ୍ଡଗିରିରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ - NHAI ଦ୍ୱାରା ନିର୍ମିତ 4 କୋଟି ଟଙ୍କା ମୂଲ୍ୟର ଦୁଇଟି ଫୁଟ ଓଭର ବ୍ରିଜ୍ ଲୋକାର୍ପିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ, MLA ପ୍ରଶାନ୍ତ ଜଗଦେବ, ସ୍ଥାନୀୟ କର୍ପୋରେଟର ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ|
ବହୁତ ଦିନରୁ ସାଧାରଣ ଲୋକଙ୍କ ଏହି ଫୂଟ ବ୍ରିଜ ପାଇଁ ଦାବୀ ରହିଥିଲା
ଏଥିପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ||