ଖରସ୍ରୋତାରେ ବୁଡି ୨ ଭାଇ ନିଖୋଜ

Apr 20, 2024 - 12:00
 9
ଖରସ୍ରୋତାରେ ବୁଡି ୨ ଭାଇ ନିଖୋଜ

ଯାଜପୁର: ରୋଡ ନିକଟ ଯୋକଡିଆ ଖରସ୍ରୋତା ନଦୀରେ ଗାଧୋଇବା ବେଳେ ନିଖୋଜ ହୋଇଛନ୍ତି ୨ଭାଇ। ଦୁଇ ଭାଇ ଶିବାନନ୍ଦ ନଗରର ହୋଇଥିବା ସୂଚନା ମିଳିଛି। ନଦୀରେ ଗାଧୋଇବା ବେଳେ ପ୍ରଥମେ ବଡ ଭାଇ ବୁଡି ଯାଇଥିଲେ। ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ନଦୀରେ ବୁଡି ଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଭୟଙ୍କୁ ଖୋଜାଖୋଜି ଆରମ୍ଭ କରିଛନ୍ତି।