କୋଚି ୱାଟର ମେଟ୍ରୋ ପରିଦର୍ଶନରେ ଭୁବନେଶ୍ବର ଗଣମାଧ୍ୟମ ପ୍ରତିନିଧ୍...
କୋଚି ୱାଟର ମେଟ୍ରୋ ପରିଦର୍ଶନରେ ଭୁବନେଶ୍ବର ଗଣମାଧ୍ୟମ ପ୍ରତିନିଧ୍...
ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ବର ନେତୃତ୍ବରେ କେରଳ ଗସ୍ତରେ ଥିବା ଓଡ଼ିଶାର ଏକ ଗଣମାଧ୍ଯମ ପ୍ରତିନିଧ୍ ଦଳ ଆଜି କୋଚି ୱାଟର ମେଟ୍ରୋ ପରିଦର୍ଶନ କରିଛନ୍ତି । କୋଚି ମେଟ୍ରୋ ରେଳ ଲିମିଟେଡ୍ (କେଏମଆରଏଲ) ଅଧୀନରେ ଏହି ମେଟ୍ରୋ ଏକ ଅଗ୍ରଣୀ ଏବଂ ପରିବେଶ ଅନୁକୂଳ ସହରୀ ଜଳ ପରିବହନ ସେବା ପାଲଟିଛି।
ଗସ୍ତ ସମୟରେ, ପ୍ରତିନିଧ୍ ଦଳ କୋଚି ଜଳ ମେଟ୍ରୋର ଯୋଜନା, କାର୍ଯ୍ୟକାରିତା ଏବଂ କାର୍ଯ୍ୟକ୍ଷମ ଢାଞ୍ଚା ବିଷୟରେ କେଏମଆରଏଲର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଥିଲେ। ପ୍ରତିନିଧ୍ ଦଳକୁ କେଏମଆରଏଲର ମୁଖ୍ୟ ମହାପ୍ରବନ୍ଧକ (ଜଳ ପରିବହନ) ଏବଂ କୋଚି ୱାଟର ମେଟ୍ରୋର ମୁଖ୍ୟ ଶ୍ରୀ ଶାଜି ପି. ଜନାର୍ଦ୍ଦନନ, କେଏମଆରଏଲର ନିର୍ଦ୍ଦେଶକ (ପ୍ରକଳ୍ପ) ଡକ୍ଟର ଏମ.ପି. ରାମନାଭାସ ଏବଂ କେଏମଆରଏଲର ମୁଖ୍ୟ ଲୋକସମ୍ପର୍କ ଏବଂ ସାମାଜିକ ଗଣମାଧ୍ୟମ ଅଧ୍କାରୀ ଶ୍ରୀ କେ.କେ. ଜୟକୁମାର ସବିଶେଷ ସୂଚନା ଦେଇଥିଲେ I ଅଧୋକାରୀମାନେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ୨୫ ଏପ୍ରିଲ୍ ୨୦୨୩ରେ ଉଦଘାଟନ ହେବା ପରଠାରୁ, କୋଚି ଜଳ ମେଟ୍ରୋ ୬୦ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ସେବା ଯୋଗାଇଛି । ଏଥରେ ଦୈନିକ ହାରାହାରି ୬,୦୦୦ ରୁ ଅଧିକ ଯାତ୍ରୀ ଯାତ୍ରା କରନ୍ତି । ଏହି ପ୍ରକଳ୍ପ ପରିବେଶ-ବୈଦ୍ୟୁତିକ ବଶୀ ପରିବହନ ହନ ସୁବିଧା ରୂପେ କାର୍ଯ୍ୟ କରୁଛି।
ବ୍ୟାଟେରୀ ଚାଳିତ ବୈଦୁ ଅନୁକୂଳ ଏବଂ ସମାବେ ନୌକା ଏବଂ ଆଧୁନିକ ଦ୍ବୀପାଞ୍ଚଳ ଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଉନ୍ନତ ପରିବହନ ସେବା ଯୋଗା ଗାଇ ଦିଏ। ନିକ ଟର୍ମିନାଲ ଯୋଗୁଁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ହ୍ରାସ ପାଇଥାଏ I ଇଥାଏ। ଏହା ମଧ୍ଯ କୋଚି ୱାଟର ମେଟ୍ରୋ ସ୍ଥାନୀୟ ଦ୍ବୀପାଞ୍ଚଳ ବାସିନ୍ଦାଙ୍କ ପାଇଁ ଉନ୍ନତ ପରିବହନ ସେବା ଯୋଗାଇ ଦେଇ ଇଛି ଯାହା ସୁରକ୍ଷିତ, ସୁଲଭ ଏବଂ ନିର୍ଭରଯୋଗ୍ୟ । ଏହା ମଧ୍ଯ ଯାତ୍ରା ଶେଷ ମାଇଲ ସଂଯୋଗକୁ ସୁଦୃଢ଼ କରିଛି । ଏଥିସହିତ କମ୍ ଅଙ୍ଗାର ସର୍ବସ ର୍ବସାଧାରଣ ପରିବହନ ପାଇଁ ଏକ ଜାତୀୟ ମ ମଡେଲ ଭାବରେ ଉଭା ହୋଇଛି। ତ୍ରା ସମୟ ହ୍ରାସ କରିଛି ଏବଂ ଅଙ୍ଗାରକାମ୍ଳ ନିର୍ଗ ନିର୍ଗମନ କରୁଥ୍ବ
ଏହି ଜଳପଥକୁ ସାଂସ୍କୃତିକ ସଂଯୋଗୀକରଣ, ଦୀର୍ଘସ୍ଥାୟ ୟୀ ପରିବହନ ଏବଂ ଆର୍ଥିକ ଅଭିବୃଦ୍ଧିର ଇଞ୍ଜିନ ଭାବରେ ବ୍ୟବହାର କରିବା ଲାଗି ଭାରତର ସମନ୍ବିତ ଦୃଷ୍ଟିକୋଣ ଉପରେ ମେଟ୍ରୋ ଅଧିକାରୀମାନେ ସୂଚନା ଦେଇଥିଲେ । ସେମାନେ କଟକର ମହାନଦୀ ମହାନଦୀ କୂଳରେ କୋଚି ଜଳ ମେଟ୍ରୋ ଦ୍ବାରା । ଏଭଳି ଜଳମାର୍ଗ ପାଇଁ ହୋଇଥିବା ସମ୍ଭାବ୍ୟ । ଅଧ୍ୟୟନ ବିଷୟରେ ମଧ୍ଯ ସୂଚନା ଦେଇଥିଲେ । ଏହି ଜଳମାର୍ଗ ପ୍ରକଳ୍ପରେ କଟକର ସିଲଭ ଉଭର ସିଟି ବୋଟ୍ କ୍ଲବ୍, ବାଲିଯାତ୍ରା ପଡ଼ିଆ, ବାରବାଟୀ ଅଞ୍ଚଳ, ଳ, ହରିଣ ପାର୍କ, ଚହଟା, ଧବଳେଶ୍ବର ମନ୍ଦିର, ମୁଣ୍ଡଳୀ ସେତୁ, ଓଡ଼ିଶା ସାମୁଦ୍ରିକ ସଂଗ୍ରହାଳୟ এক ମଣ୍ଡାପଡା ଭିୟୁ ପଏଣ୍ଟ ସାମିଲ ରହିଛି । କାର୍ଯ୍ୟକାର କାରୀ ହେଲେ ଏହି ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳର ସମୃଦ୍ଧ ଐତି ଐତିହାସିକ ଏବଂ ପ୍ରାକୃତିକ ମହତ୍ବକୁ ତ୍ବକୁ ଲୋକଲୋଚ କଲୋଚନାକୁ ଆଣିପାରିବ
ଲୋଚନାରେ ଭାରତର ଅନ୍ତର୍ଦେ ଅନ୍ତର୍ଦେଶୀୟ ଜଳପଥ ଏବଂ ଉପକୂଳ ପରିବହନ ନେଟୱାର୍କର ରଣନୀତିକ ବିସ୍ତାର ପାଇଁ ସାମ୍ପ୍ରତିକ ବଜେଟ୍ ପଦକ୍ଷେପଗୁଡ଼ିକର ମଧ୍ଯ ଆଲୋଚନା କରାଯାଇଥିଲା । ଏଥିରେ ଅନ୍ତ ଅନ୍ତର୍ଦେଶୀୟ ଜଳପଥ ଜଳପଥ-୫ ଉପରେ ବିଶେଷ୍ଠ ଶଷ ଗୁରୁତ୍ଵ ଦିଆଯାଇଥିଲା। କୋଚି ଜଳ ପରିବହନ ପ୍ରକଳ୍ପକୁ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ସହରାଞ୍ଚଳ ପରିବ ପରିବହନ ପାଇଁ ଏକ ମାନଦଣ୍ଡ କରାଯାଇଥିଲା । ଏହା ବାଧାମୁକ୍ତ ବହୁମୁଖୀ ସଂଯୋଗ, ରୂପେ ଆଲୋଚନାରେ ଆଲୋକପାତ ସାର୍ବଜନୀନ ସୁଗମତା ଏବଂ ବିଶ୍ବର ଶ୍ବର ଦୀର୍ଘସ୍ଥାୟୀ ଲକ୍ଷ୍ୟ ସହ ସମନ୍ବିତ
କୋଚି ୱାଟର ଟର ମେଟ୍ରୋ ପ୍ରକଳ୍ପରେ ୧୫ଟି ଚିହ୍ନଟ ମାର୍ଗର ବିକାଶ ପାଇଁ କଳ୍ପନା କରାଯାଇଛି। ଏହା ୧୦ଟି ଦ୍ବୀପକୁ ୭୮ ୭୮ କିଲୋମିଟର ଦୀର୍ଘ ଏକ ନେଟୱାର୍କ ଜରିଆରେ ସଂଯୋଗ କରିବ । ଏଥିରେ ୭୮ଟି ଦ୍ରୁତ ଏବଂ ବୈଦ୍ୟୁତିକ ଭାବରେ ଚାଳିତ ହାଇବ୍ରିଡ୍ ଫେରି ବା ନୌକା ୩୮ଟି ଜେଟିକୁ ଚଳାଚଳ କରିବାର ବ୍ୟବସ୍ଥା କରାଯାଇଛି । ଏହାଦ୍ଵାରା ୩୩ ହଜାରରୁ ଅଧିକ ଦ୍ବୀପ ପପୁଞ୍ଜବାସୀ ଉପକୃତ ହେବେ ବୋଲି ଆଶା କରାଯାଉଛି I
ଓଡ଼ିଶାରୁ ଯାଇଥିବା ଗଣମାଧ୍ଯମ ପ୍ରତିନିଧ୍ ଦଳ ଆଦି ଶଙ୍କର ଜନ୍ମସ୍ଥାନମ୍, କାଲାଡିର କୀର୍ତି ସ୍ତମ୍ଭମ୍, କୋଡାନାଡ (କପ୍ରିକଡ଼) ହାତୀ ତାଲିମ କେନ୍ଦ୍ର, କେରଳ ଲୋକକଥା ସଂଗ୍ରହାଳୟ, ଐତିହାସିକ ମଟ୍ଟାନଚେରୀ ପ୍ରାସାଦ ଏବଂ ଫୋର୍ଟ କୋଚି ଅଞ୍ଚଳ ମଧ୍ଯ ପରିଦର୍ଶନ କରିଥିଲେ ।
ଧ୍ଯମ ପ୍ରତିନିଧ୍ ନିଧ୍ ଦଳରେ ପିଆଇବି ଭୁବନେଶ୍ବରର ଉପନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର କାଲି, ଗଣମାଧ୍ୟ এর° ଯୋଗାଯୋଗ ଅଧିକାରୀ ସ୍ବାଧୀନ ଧୀନ ଶକ୍ତି ପ୍ରସାଦ, ପିଆଇବି କୋଚିର ଗଣମାଧ୍ଯମ ଯୋଗାଯୋଗ ଅଧୂକାରୀ ଶମିଳା 6 କେ.ୱାଇ. ସାମିଲ ଥିଲେ I
ପିଆଇବି ଗଣମାଧ୍ୟମ ଗସ୍ତର ଲକ୍ଷ୍ୟ ହେଉଛି ସାମ୍ବାଦିକମାନଙ୍କୁ ଅଭିନବ ଭିତ୍ତିଭୂମି ପ୍ରକଳ୍ପ, ବିକାଶମୂଳକ ପଦକ୍ଷେପ ଏବଂ ଜାତୀ ଜାତୀୟ ଗୁରୁତ୍ବ ବ ବହନ କରୁଥିବା ସାଂସ୍କୃ ଆଂକଂସ୍କୃତିକ ଐତିହ୍ୟ ସ୍ଥାନଗୁଡ଼ିକର ସିଧାସଳଖ ସୂଚନା ପ୍ରଦାନ କରିବା ଏବଂ ଏହା ଜରିଆରେ ସଚେତନ ତନ ତଥା କ୍ଷେ କ୍ଷେତ୍ର-ଆଧାରିତ ରିପୋଟିଂକୁ ପ୍ରୋତ୍ସାହିତ କରିବା ।