କୋର୍ଟରେ ଆତ୍ମସମର୍ପଣ କଲେ IIC...
କୋର୍ଟରେ ଆତ୍ମସମର୍ପଣ କଲେ IIC...
ଜୟପୁର ଜିଲ୍ଲା କୋର୍ଟରେ ଫେରାର IICଙ୍କ ଆତ୍ମସମର୍ପଣ
ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ତତ୍କାଳୀନ IIC ରାଜେଶ ବଳିୟାରସିଂହ
ପ୍ରାୟ ୬ ମାସ ଫେରାର ପରେ କୋର୍ଟରେ ଆତ୍ମସମର୍ପଣ କଲେ
କୋରାପୁଟ୍ରେ କାର୍ଯ୍ୟରତ ବେଳେ ବିବାଦରେ ଛନ୍ଦି ହୋଇଥିଲେ IIC
ଗଞ୍ଜେଇ ବେପାରୀଙ୍କୁ ସହଯୋଗ ଓ ତାଙ୍କ ଗାଡ଼ି ବ୍ୟବହାର କରିଥିବା ଅଭିଯୋଗ
ଭୁବନେଶ୍ବରରେ ଗାଡ଼ି ସହ IICଙ୍କୁ ଧରିଥିଲା କୋରାପୁଟ ପୋଲିସ
କ୍ୟାପିଟାଲ ଥାନା ନେଇ ପଚରାଉଚରା ବେଳେ ଚମ୍ପଟ ମାରିଥିଲେ IIC
ପରେ ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଥିଲା ପୋଲିସ