#ଖଣ୍ଡାରେ_ହାଣିଲେ_ବରଯାତ୍ରୀ .
#ଖଣ୍ଡାରେ_ହାଣିଲେ_ବରଯାତ୍ରୀ . ବାଙ୍କୀ ସାଇଡ ମରାକୁ ନେଇ ଖଣ୍ଡାରେ ହାଣିଲେ; ୩ ଗୁରୁତର ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମାରୁ ଆସିଥିବା ବରଯାତ୍ରୀ ଦଳର ତୁମୁଳକାଣ୍ଡ lବୈଦେଶ୍ବର ରେ ବିବାହ ପ୍ରୋସୋସନରେ ବାହାରିଥିଲେ ବରଯାତ୍ରୀ ଦଳ lବିପରୀତ ଦିଗରୁ ଆସୁଥିବା କାର୍ ସାଇଡ୍ ମାରିବାରୁ ଆକ୍ରମଣ lଡିଜେ ଗାଡ଼ି ସହ ୩ ଯୁବକ ଅଟକ, ପୋଲିସର ତଦନ୍ତ ଲ ରିପୋର୍ଟ ରଶ୍ମିରଂଜନ ମିଶ୍ର AV News 24
