ଖୁବ ଶୀଘ୍ର ଆରମ୍ଭ ହେବ, ନୂଆ ଅବକାରୀ ନୀତି

Sep 10, 2025 - 20:02
 8
ଖୁବ ଶୀଘ୍ର ଆରମ୍ଭ ହେବ, ନୂଆ ଅବକାରୀ ନୀତି

ଚଳିତ ମାସରେ ନୂଆ ଅବକାରୀ ନୀତି ଆଣିବା ପାଇଁ ସୂଚନା ଦେଲେ ରାଜ୍ୟ ସରକାର,ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ଦିନେ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ସ୍ଥିର ହେବ

ସେଥିପାଇଁ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି

ଦୁଇ ରାଜ୍ୟକୁ ପ୍ରତିନିଧି ଦଳ ଯାଇ ଅନୁଧ୍ୟାନ କରି ଫେରିଛନ୍ତି

ଚଳିତ ମାସରେ ନୂଆ ଅବକାରୀ ନୀତି କାର୍ଯ୍ୟ ଆରମ୍ଭ ହୋଇ ଶେଷ ମଧ୍ୟ ହେବ

ନୂଆ ନୀତିରେ ଚୋରା ମାଦକ ଦ୍ରବ୍ୟ ବିକ୍ରି ଉପରେ ଲଗାଯିବ ରୋକ୍‌ 

ଆରମ୍ଭ ହୋଇ ଯାଇଛି ଚଢ଼ାଉ ଜୋରଦାର 

କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷେତ୍ର ପ୍ରସ୍ତୁତ ହେବ

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସଚେତନତା କାର୍ଯ୍ୟକ୍ରମ କରାଯିବ

"ନିଶା ନୁହେଁ ଜୀବନ", ମାସେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ କରାଯିବ