ଭୁବନେଶ୍ବର ସାଂସଦ ଭୁବନେଶ୍ବର ବିକାଶ ପାଇଁ ବିଭାଗୀୟ ଅଧୂକାରୀଙ୍କ ସହ ଆଲୋଚନା...

Mar 29, 2026 - 10:35
 19
ଭୁବନେଶ୍ବର ସାଂସଦ ଭୁବନେଶ୍ବର ବିକାଶ ପାଇଁ ବିଭାଗୀୟ ଅଧୂକାରୀଙ୍କ ସହ ଆଲୋଚନା...

ଭୁବନେଶ୍ବର ସାଂସଦ ଭୁବନେଶ୍ବର ବିକାଶ ପାଇଁ ବିଭାଗୀୟ ଅଧୂକାରୀଙ୍କ ସହ ଆଲୋଚନା...

ଭୁବନେଶ୍ବର ସହରରେ ଟ୍ରାଫିକ ଭିଡ଼ କମାଇବା ପାଇଁ ପଦକ୍ଷେପ

ଦୟା ୱେଷ୍ଟ କେନାଲର ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ

ଗଙ୍ଗବତୀ ନଦୀ (ଗଙ୍ଗୁଆ)ର ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ

ଭୁବନେଶ୍ବର BMC ଅଞ୍ଚଳର ବିଭିନ୍ନ ସ୍ଥାନରେ ନୂତନ ପାର୍କ ନିର୍ମାଣ

ଏହି ବୈଠକରେ ଭୁବନେଶ୍ବର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂହ,

Works Department & Principal Secretary 1 ସଞ୍ଜୟ ସିଂହ, Water Resources Department ର Principal Secretary ଶ୍ରୀମତୀ ଶୁଭା ଶର୍ମା, BMC କମିଶନର ଶ୍ରୀ ଚଞ୍ଚଳ ରଣା ସହିତ ଅନ୍ୟାନ୍ୟ ବିଭାଗୀୟ ଅଧୂକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।