ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଠାରେ ତ୍ରିରଙ୍ଗା ଯାତ୍ରା ସାଂସଦ ଶ୍ରୀମତୀ ଅପରାଜିତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି

Aug 13, 2025 - 18:42
 9
ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଠାରେ  ତ୍ରିରଙ୍ଗା ଯାତ୍ରା ସାଂସଦ ଶ୍ରୀମତୀ  ଅପରାଜିତାଙ୍କ ନେତୃତ୍ୱରେ  ଅନୁଷ୍ଠିତ ହୋଇଯାଇଛି

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟ ଠାରେ ତ୍ରିରଙ୍ଗା ଯାତ୍ରା ସାଂସଦ ଶ୍ରୀମତୀ ଅପରାଜିତାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ସହିତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଉଚ୍ଚ ଅଧୂକାରୀମାନେ ଉପସ୍ଥିତ ଥୂଲେ|