ବ୍ଲକ ବା ପଂଚାୟତ ପୁନର୍ଗଠନ |

Aug 13, 2025 - 19:32
 14
ବ୍ଲକ ବା ପଂଚାୟତ ପୁନର୍ଗଠନ |

ଆସନ୍ତା ୨୦୨୯ ନିର୍ବାଚନ ପୂର୍ବରୁ ବ୍ଲକ ପୂନର୍ଗଠନ ହୋଇ ଯିବ ବୋଲି ପଂଚାୟତରାଜ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି |

ଏହି ବିଷୟକୁ ନେଇ ରାଜ୍ୟପାଳଙ୍କ ସହମତ ରହିଛି ବୋଲି ମନ୍ତ୍ରୀ ମଧ୍ୟ କହିଛନ୍ତି |

ବିଭାଗୀୟ ଅଧିକାରୀମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ଏବଂ ତାହା ପଂଚାୟତ ନିର୍ବାଚନ ପୂର୍ବରୁ ପୁନର୍ଗଠନ ସରିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି|