ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ର ଶୁଭେଚ୍ଛା
ଆଜି ପବିତ୍ର ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଦୁଇ ମହାନ୍ ବ୍ୟକ୍ତିତ୍ଵଙ୍କୁ "ଆଶା ଭରସା" ଖବର କାଗଜ ତରଫରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଜନ୍ମ ଜୟନ୍ତୀ କୁ ସ୍ମରଣୀୟ କରିବା ପାଇଁ "ମାଆ କେ ନାମ ଏକ ପେଡ" ଅନ୍ତର୍ଗତ ଏକ ନଡ଼ିଆ ଗଛ ରୋପଣ କରାଗଲା।