ଜନଜାତି ସମୁଦାୟଙ୍କ ସଶକ୍ତିକରଣ ଏବଂ ଯୁବଶକ୍ତିଙ୍କ ପାଇଁ ଦକ୍ଷତାଭିଭିକ ପ୍ରଶି ପ୍ରଶିକ୍ଷଣକୁ ଗୁରୁତ୍ବ
ଜନଜାତି ସମୁଦାୟଙ୍କ ସଶକ୍ତିକରଣ ଏବଂ ଯୁବଶକ୍ତିଙ୍କ ପାଇଁ ଦକ୍ଷତାଭିଭିକ ପ୍ରଶି ପ୍ରଶିକ୍ଷଣକୁ ଗୁରୁତ୍ବ
ନୀତି ଆ ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅକାରୀ କାରୀ ଶ୍ରୀ ବି.ଭି.ଆର ଥାର ସୁବ୍ରମନ୍ୟମଙ୍କ ସହିତ ଓଡ଼ିଶା ମୁଖ୍ୟ ଶାସନ ଏବଂ ରାଜ୍ୟର ବିଭିନ୍ନ ନ୍ନ ବିଭାଗର ସଚିବମାନଙ୍କ ଉପସ୍ଥିତିରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଶ୍ରୀମତୀ ଅନୁ ଗର୍ଗ ଏବଂ ଲୋକସେବା ଭବ ଭବନସ୍ଥିତ ସମ୍ମିଳନୀ ନୀତି ଆୟୋଗର ଅନ୍ୟତମ ପ ଦସ୍ଥ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । । ବୈଠକରେ ନୀ ଅଧ୍କାରୀ ଶ୍ରୀ ଏସ୍. କିଶୋଗ କିଶୋର ଉପସ୍ଥିତ ଥିବା ବେଳେ ନୀତି ଆୟୋଗର ଅନ୍ୟ । ଅଧୂକାରୀ ରୀ ଓ ବିଶେଷଜ୍ଞମାନେ ଆଭ ଭାସୀ ମାଧ୍ଯମରେ ଯୋଗଦେଇଥିଲେ । ସଚିବ
ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ଲକ୍ଷ୍ୟ ରଖ୍ ଭାରତ ସରକାର ର ଏବଂ ଓଡ଼ିଶା ସରକାରଙ୍କ ତର ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ସଂପର୍କରେ ଏହି ବୈଠକରେ ଗୁରୁତ୍ବପୂର୍ଣ ଆଲୋଚନା କରାଯାଇଥିଲା । ବୈଠକରେ ରାଜ୍ୟ ତଥା ଦେଶର ଦୀର୍ଘମିଆଦି ଉନ୍ନୟନ ଦୃଷ୍ଟିକୋଣ, ଓଡ଼ିଶ ଓଡ଼ିଶା ଭିଜନରେ ରହିଥିବା ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟାନୁଷ୍ଠାନ ସଂପର୍କିତ ଆଲୋଚନା ହୋଇଥିଲା । ଓଡ଼ିଶା ଭିଜନ ଅନ୍ତର୍ଗତ
ଭୁବନେଶ୍ବର–କଟକ-ପୁରୀ—ପାରାଦୀପ–କଟକ ଆର୍ଥିକ ଅଞ୍ଚଳ (ବିସିପିପିଇଆର) ର ବିକାଶ ସମ୍ପର୍କରେ ଆଲୋଚନା କରାଯାଇ, ଏହି ଅଞ୍ଚଳକୁ ଏକ ସଂଯୁକ୍ତ ଆର୍ଥିକ ଓ ସହର ସହରୀକରଣ ବିକାଶ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଏଥ୍ ସମ୍ପର୍କିତ କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବାରୋପ କ କରାଯାଇଥିଲା ।
ଜନଜାତି ସମୁଦାୟଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ପାଇଁ ଶାଳମଞ୍ଜି ଭଳି ବନଜାତ ଦ୍ରବ୍ୟର ମୁଲ୍ୟଯୁକ୍ତ ପ୍ରକ୍ରିୟାକରଣ ଉପରେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପ ପରେ ଆଲୋଚନା ହୋଇଥିଲା । ଯୁବଶକ୍ତିଙ୍କୁ ଆଧୁନିକ ଶିଳ୍ପ ଓ ସେବାଭିଭିକ କ୍ଷେତ୍ରରେ ଭବିଷ୍ୟତ ଆବଶ୍ୟକତା ପୂରଣ ପାଇଁ ବିଦ ବିଦ୍ୟାଳୟ ନୟ ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଦକ୍ଷତାଭିଭିକ ପ୍ରଶିକ୍ଷଣକୁ ଗୁରୁତ୍ବ ଦିଆଯାଇଛି । ଶକ୍ତି କ୍ଷେତ୍ରରେ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ମାଧ୍ଯମରେ ସ୍ବଚ୍ଛ ଓ ସୁସ୍ଥାୟୀ ଉର୍ଜା ବ୍ୟବହାର ପାଇଁ । କାର୍ଯ୍ୟ ବ୍ୟବସ୍ଥା ତ୍ବରାନ୍ବିତ କରିବା ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । କମ୍ ଖର୍ଚ୍ଚରେ, ଦୀର୍ଘ ସ୍ଥାୟୀ ଓ ସ୍ବ ସ୍ବଚ୍ଛ ଉର୍ଜା ବ୍ୟବସ୍ଥାକୁ ଗ୍ରହଣ କରିବା ପାଇଁ ଯୋଜ ଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋ ଲୋକପାତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ପୂର୍ବରୁ ପୂର୍ବ ଏ ସଂପର୍କରେ ନୀତି ଆୟୋଗ ଏବଂ ଆଇଏସଇ ଜି ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇ ତଦନୁସାରେ କାର୍ଯ୍ୟ ଜାରି ରହିଛି । ସେ ସଂପର୍କରେ ଫାଉଣ୍ଡେସନ ପକ୍ଷରୁ ପର୍ଯ୍ୟ ର୍ଯ୍ୟବେକ୍ଷଣ ଓ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା ।
ନୀତି ଫ୍ରଣ୍ଟିଅର୍ ଟେକ୍ ହବ୍ ମାଧ୍ଯମରେ ନୂତନ ପ୍ରଯୁକ୍ତି, ଗବେଷଣା ଓ ନବ ସୃଜନକୁ ସଂଯୋଜିତ କରି ଦେଶର ନିରନ୍ତର ପ୍ରଗତିକୁ ତ୍ବରାନ୍ବିତ କରିବା ସଂପର୍କରେ ଆଲୋଚନା କରାଯାଇଥିଲା । ଲିଢି ଲିଭିଂ ଲ୍ଯାବ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ଗବେଷଣା ଓ ନବସୃଜନକୁ ଉତ୍ସାହିତ କରାଯାଇ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ଅପପୁଷ୍ଟିର ନିରାକରଣ ও ପୋଷଣ ପାଇଁ ବ୍ୟବହାର ଅନ୍ତଦୃଷ୍ଟି ଦ୍ବାରା ବିଭିନ୍ନ ପ୍ରୟୋଗାତ୍ମକ ପଦକ୍ଷେପ ଉପରେ ଏକ ବିଶେଷ ଉପସ୍ଥାପନ କରାଯାଇଥିଲା, ଯାହାକି ଆଗାମୀ ଦିନରେ କାର୍ଯ୍ୟକାରୀ ହେବ । ସୁଶାସନ ପାଇଁ ପ୍ରଯୁକ୍ତି ବିଦ୍ୟା, ଗବେଷଣା ଓ ନବ ସୃ ବୈଠକରେ ଗୁରୁ ଗୁରୁତ୍ବ ଦିଆଯାଇଥିଲା । ବୈଠକରେ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାମାନଙ୍କ ମଧ୍ୟରେ ସମନ୍ଵୟକୁ ସୁଦୃଢ ସୁଦୃ କରି ଓଡ଼ିଶାକୁ ଏକ ସୁସ୍ଥାୟୀ, ସମାବେଶୀ ଓ ନବସୃଜନ ଆଧାରରେ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ନେଇ ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଥିଲା । ସୃଜନକୁ
ବୈଠକରେ ଓଡ଼ିଶା ସରକାରଙ୍କ ଅର୍ଥ, ଇଲେକ୍ଟ୍ରୋନିକ ଓ ଆଇଟି, ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ବିଦ୍ୟା, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ ତଥା ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା, ଗୃହ ନିର୍ମାଣ, ବାଣିଜ୍ୟ ଓ ପରିବହନ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଯୋଜନା ଓ ସଂଯୋଜନ ଆଦି ବିଭାଗର ସଚିବ ଏବଂ ବରିଷ୍ଠ ଅଧୋକାରୀମାନେ ଯୋଗଦେଇ ଆଲାଚନାରେ ଅଂଶଗ୍ରହଣ କରିଥିଲେ ।