ଜରାୟୁ କର୍କଟ ଟୀକା ଫେବୃଆରୀ ୨୮ ରୁ ମିଳିବ ସାରା ଭାରତରେ...

Feb 27, 2026 - 23:12
 2
ଜରାୟୁ କର୍କଟ ଟୀକା ଫେବୃଆରୀ ୨୮ ରୁ ମିଳିବ ସାରା ଭାରତରେ...

ଜରାୟୁ କର୍କଟ ଟୀକା ଫେବୃଆରୀ ୨୮ ରୁ ମିଳିବ ସାରା ଭାରତରେ...

କିଶୋରୀଙ୍କୁ ମିଳିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା। 

ଫେବୃଆରୀ ୨୮ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିବା ଅନୁଯାୟୀ, ୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍, ଦିଆଯିବ 

୨୦୨୬-୨୭ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ ହେବ। 

ଖର୍ଚ ହେବ ୩୧୧ କୋଟି ଟଙ୍କା,

ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ।