ଡ଼ଃ ଅଶୋକ ମହାପାତ୍ର ଏବେ ଅସୁସ୍ଥ ଥାଇ ଦିଲ୍ଲୀ AIIMS ରେ...

Oct 12, 2026 - 08:31
 13
ଡ଼ଃ ଅଶୋକ ମହାପାତ୍ର ଏବେ ଅସୁସ୍ଥ ଥାଇ ଦିଲ୍ଲୀ AIIMS ରେ...

ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ର ଦିଲ୍ଲୀ ଏମ୍ସ ରେ ତାଙ୍କ ମସ୍ତିଷ୍କ ଅପରେସନ ପରେ ଏବେ ନିମୋନିଆ ହୋଇ ICU (ଦୁଇ ଦିନ ହେବ ଭେଣ୍ଟିଲେଟର)ରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । 

ଭୁବନେଶ୍ୱର, ଦିଲ୍ଲୀ ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ, ଓଡ଼ିଶା ର ସୁନାମଧନ୍ୟ ଡଃ ମସ୍ତିଷ୍କ ଓ ସ୍ନାୟୁ ବିଭାଗ ବିଶେଷଜ୍ଞ, ତଥା ଓଡ଼ିଶା ର ବରପୁତ୍ର, ପ୍ରତିଭା ସମ୍ମାନ ଓଡ଼ିଶା ଟ୍ରଷ୍ଟ ର ସଭାପତି ଅଛନ୍ତି। 

ତାଙ୍କ ଦୃତ ଆରୋଗ୍ୟ କାମନା ପାଇଁ ପରମେଶ୍ବର ବଡ଼ଠାକୁର ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛୁ। 

ଶିଘ୍ର ଆରୋଗ୍ୟ ହୋଇ ଓଡ଼ିଶା ଫେରି ଆସନ୍ତୁ।