ଡି.ଏ.ଭି କଳିଙ୍ଗ ନଗରରେ ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମଚାରୀମାନଙ୍କ ପାଇଁ ବିନା ମୂଲ୍ୟରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

Oct 28, 2025 - 08:54
 5
ଡି.ଏ.ଭି କଳିଙ୍ଗ ନଗରରେ ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମଚାରୀମାନଙ୍କ ପାଇଁ  ବିନା ମୂଲ୍ୟରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

“ଏକ ସୁସୁ ଓ ସୁନ୍ଦର ଶରୀର ପାଇଁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ ଅଟେ ”

 ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମଚାରୀମାନଙ୍କ ମଧ୍ୟରେ ଉପୁଜୁଥିବା ସ୍ଥ୍ୟଜନିତ ବିଭିନ୍ନ ସମସ୍ୟାର ନିରାକରଣ ନିମନ୍ତେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଡି.ଏ.ଭି କଳିଙ୍ଗ ନଗରରେ ଅନୁଷ୍ଠିତ ହୋଇଯାଇଛି ବିନା ମୂଲ୍ୟରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର । ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ମାନଦଣ୍ଡ ତଥା ଆଗାମୀ ବାର୍ଷିକ ର୍ଷିକ ପରୀକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ର ଏହି ସ୍ଵାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜ ୟାଜନ କରିଥିଲେ ।

 ବୀମା ସଂସ୍ଥା “ନିୟୁ ଇଣ୍ଡିଆ ଆସୁରାନ୍‌ସ କୋ ଲିମିଟେଡ୍”, “ହେରିଟେଜ୍ ହେଲ୍‌ଥ ଭୁବନେଶ୍ଵର ସ୍ଥିତ ନନ୍ଦ ପଟ୍ଟନାୟକ ଏକ ମ.ଆଇ ମ୍ୟାନେଜର ଇନସୁରାନ୍ସ ଟି.ପି.ଏ ପ୍ରାଇଭେଟ୍ ଲିମିଟେଡ୍” ଦ୍ଵାରା ଅୟୋଜିତ ଏହି ସ୍ଵାସ୍ଥ୍ୟ ଶିବିରରେ ଭୁବ ଅନ୍ୟତମ ତମ ଅଗ୍ରଣୀ ହସ୍‌ପିଟାଲ ଆପୋଲୋ ହସ୍‌ପିଟାଲ୍‌ର ଭେଷଜ ବିଭାଗର ଡାକ୍ତର ପ୍ରେମାନନ୍ଦ ପଟ୍ଟ ସୁସ୍ଥ ଓ ସୁ ସୁନ୍ଦର ଶରୀର ପାଇଁ ନିୟମିତ ତ ସ୍ବାସ୍ଥ୍ୟ ପରୀକ୍ଷା ଷା ତଥା ଯୋଗ ଏବଂ ପ୍ରାଣାୟାମର ଆବଶ୍ୟକତା ରହିଛି ବୋଲି ମତବ୍ଯକ୍ତ ବ୍ୟକ୍ତ କରିଥିଲେ ।

ଏହି ଶିବିରରେ ଚକ୍ଷୁ, ହୃଦରୋଗ, ଇ.ସି.ଜି, ବ୍ଲଡ ସୁଗାର, ବ୍ଲଡ ପ୍ରେସର, ବି.ଏମ. ପରୀକ୍ଷା । ସହ ସାଧାରଣ ସ୍ଵାସ୍ଥ୍ୟ ଉପରେ ପରାମର୍ଶ ଦିଆଯାଇଥିଲା । ଆପୋଲୋ ହସ୍‌ପିଟାଲର ବରିଷ୍ଠ ବସନ୍ତ କୁମାର ରଥ, ନିୟୁ ଇଣ୍ଡିଆ ଆସୁରାନ ରାନ୍ସ କୋ ଲିମିଟେଡ୍ ସଭ୍ୟ ପ୍ରଦୀପ୍ତ ଦୀପ୍ତ କୁମାର ପରିଡା, ହେରିଟେଜ୍ ହେଲ୍‌ଥ ଇନସୁରାନ୍‌ସର ବିରୁପାକ୍ଷ ପାତ୍ର ତଥା ବିଦ୍ୟାଳୟର ହେଲଥ୍ ୱେଲ୍‌ନେସ୍‌ର ର ସଦସ୍ୟ ପ୍ରମୁଖ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଏଭଳି ଏକ ମହତ ପଦକ୍ଷେପ ପାଇଁ ଡି.ଏ.ଭି ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ, ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା, ଡି.ଏ.ଭି ଡି.ଏ.ଭି ଓଡ଼ିଶା ଜୋନ୍ – ସି ର ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଜାତା ସାହୁ ଏବଂ ବିଦ୍ୟାଳୟର ମ୍ୟାନେଜର ଈପ୍‌ସିତା ଦାସ ସାଧୁବା ଜଣାଇଛନ୍ତି । ବାଦ