ଦଣ୍ଡ ଯାତ୍ରା ହେଉ କି ମଞ୍ଚ ଯାତ୍ରା ହେଉ ଏଣିକି ସାପ କୁ ନେଇ ଖେଳ ପ୍ରଦର୍ଶନ କରିବାରେ ଲାଗିଲା ରୋକ...

Feb 15, 2026 - 14:26
 17
ଦଣ୍ଡ ଯାତ୍ରା ହେଉ କି ମଞ୍ଚ ଯାତ୍ରା ହେଉ ଏଣିକି ସାପ କୁ ନେଇ ଖେଳ ପ୍ରଦର୍ଶନ କରିବାରେ ଲାଗିଲା ରୋକ...

ଦଣ୍ଡ ଯାତ୍ରା ହେଉ କି ମଞ୍ଚ ଯାତ୍ରା ହେଉ ଏଣିକି ସାପ କୁ ନେଇ ଖେଳ ପ୍ରଦର୍ଶନ କରିବାରେ ଲାଗିଲା ରୋକ...

ଆଗକୁ ଦଣ୍ଡଯାତ୍ରା ଥିବାରୁ ସବୁ ଡିଏଫ୍‌ଓଙ୍କୁ ବ୍ରହ୍ମପୁର RCCFଙ୍କ ଚିଠି

ଦଣ୍ଡଯାତ୍ରା ବେଳେ ସାପ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି

ନିୟମ ଉଲଂଘନ କରି ସାପ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ମଞ୍ଚରେ ନାଟକ ପରିବେଷଣ ବେଳେ କିଛି କଳାକାର ସାପ ବ୍ୟବହାର କରୁଛନ୍ତି

କଡ଼ା ନଜର ରଖିବା ସହ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆକ୍ସନ ନିର୍ଦ୍ଦେଶ

ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ

ଏହି ସାପକୁ ନେଇ ଧୀରେ ଧୀରେ ସାରା ରାଜ୍ୟରେ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି