ଜନ ଅଭିଯୋଗ ଶୁଣାଣି ପାଇଁ ଲୋକଙ୍କ ସରକାର ଦେଲେ ଆହ୍ୱାନ !

Feb 7, 2026 - 10:28
 9
ଜନ ଅଭିଯୋଗ ଶୁଣାଣି ପାଇଁ ଲୋକଙ୍କ ସରକାର ଦେଲେ ଆହ୍ୱାନ !

ଜନ ଅଭିଯୋଗ ଶୁଣାଣି ପାଇଁ ଲୋକଙ୍କ ସରକାର ଦେଲେ ଆହ୍ୱାନ !  

ଫେବୃୟାରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ

ମାନ୍ୟବର ମୁଖ୍ୟମନ୍ତ୍ରୀ ସେଦିନ ପୂର୍ବାହ୍ନ ୧୦ ଘଟିକାରୁ ଉପସ୍ଥିତ ରହିବେ  

ଭୁବନେଶ୍ୱର ୟୁନିଟ-୨, ଅଶୋକ ନଗର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ)ରେ ଶୁଣାଣି କରାଯିବ

ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଫେବୃଆରୀ ୬ ତାରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ

ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ତାହା ଖୋଲା ରହିବ 

ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରିପାରିବେ