ଦୁଇ ପୂର୍ବତନ IAS ଙ୍କ ହାଜର ପାଇଁ BNS ର ନୂଆଧାରା...
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ ଗାଏବ ଘଟଣା
କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ IAS
ପୂର୍ବତନ IAS ରାଜେଶ ବର୍ମା ଏବଂ ଉପେନ୍ଦ୍ର ବେହେରା ଚିଠି ଲେଖିଲେ
ହାଜର ନହେବା ନେଇ ଚିଠି ଲେଖି ଜଣାଇଲେ ୨ ପୂର୍ବତନ IAS
୬୦ ବର୍ଷରୁ ଅଧିକ ହୋଇଥିବାରୁ BNSରେ ନୋଟିସ ପାଇଁ ଜଣାଇଲେ
BNSର ୧୭୯/୯୪ ଦଫାରେ ସେମାନଙ୍କୁ ନୋଟିସ କରିବାକୁ ପଡ଼ିବ
ଥାନାକୁ ଯଦି ନଆସନ୍ତି ପୋଲିସ ସେମାନଙ୍କ ପାଖକୁ ଯିବ
କୌଣସି ଏକ ସୁବିଧା ସ୍ଥାନରେ ପୋଲିସ ପଚରାଉଚରା ପରିପାରିବ
ଏଭଳି ଦଫାରେ ନୋଟିସ ହୋଇନଥିବାରୁ ହାଜର ହୋଇ ନାହାନ୍ତି