ଦ୍ବିପାକ୍ଷିକ ଏକାଡେମିକ ଏବଂ ଗବେଷଣ
ଦ୍ବିପାକ୍ଷିକ ଏକାଡେମିକ ଏବଂ ଗବେଷଣ
ସହଯୋଗ ଅଧୂକ ସୁଦୃଢ଼ ହେବ-ଧର୍ମେ ର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀରେ ଦୁଇ ଦେଶର ନେତୃତ୍ୱଙ୍କ ମଧ୍ୟରେ ଏକ ଐତିହାସିକ ବୈଠକ ଅନୁଷ୍ଠିତ
ଭାରତରେ କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ସ୍ପେନର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟଗୁ ଶ୍ବବିଦ୍ୟାଳୟଗୁଡ଼ିକୁ ଆହ୍ବାନ
ନୂଆଦିଲ୍ଲୀ, ୨୦ ଫେବୃଆରୀ, ୨୦୨୬: ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ 'ଭାରତ ତ-ସ୍ପେନ୍ ଉ ଉଚ୍ଚଶିକ୍ଷା ସମ୍ମିଳନୀ'
ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାରୋହରେ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଭାରତରେ ରେ ଅବସ୍ଥିତ ସ୍ପେନ୍ ଦୂତାବାସର ସହଯୋଗରେ ୧୯ ଏବଂ ୨୦ ଫେବୃଆରୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ଯା 'ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ ୨୦୨୬' ସହ ସମାନ ସମୟରେ ଅନୁଷ୍ଠିତ ହୋଇଥିଲା।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୨୬ ବର୍ଷଟି 'ସ୍ପେନ୍-ଭାରତ ଦ୍ବୈତ ବର୍ଷ' ଭାବେ ପାଳନ କରାଯାଉଛି, ଯାହା ଦୁଇ ଦେଶର ୭୦ ବର୍ଷର କୂଟନୈତିକ ସମ୍ପର୍କକୁ ଦର୍ଶାଉଛି । ଶିକ୍ଷା, ଗବେଷଣା ଏବଂ ଯୁବ ବିନିମୟ ୟ କାର୍ଯ୍ୟକ୍ରମ କାର୍ଯ ଏହି ସମ୍ପର୍କର ମୂଳଦୁଆ । ଜାତୀୟ ଶିକ୍ଷା ନୀତି - ୨୦୨୦ ମାଧ୍ୟମରେ ଭାରତ ବିଶ୍ବସ୍ତରୀୟ ଶୈକ୍ଷିକ ସହଯୋଗ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିବା ସହ ସ୍ପେନର ବିଶ୍ବବିଦ୍ୟାଳୟଗୁଡ଼ିକୁ ଭାରତରେ କ୍ୟାମ୍ପସ ଖୋଲିବା ପାଇଁ ନିମନ୍ତ୍ରଣ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଏଆଇ କେବେ ହେଲେ ମାନବିକ ନିଷ୍ପତ୍ତା ବା ସୃଜନଶୀଳତାର ବିକଳ୍ପ ହେବା ଉଚିତ ନୁହେଁ, ବରଂ ଏହାକୁ ଅଧୂକ ଶକ୍ତିଶାଳୀ କରିବା ଆବଶ୍ୟକ । ଭା ରାରତ ନବସୃଜନ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ । ଏହି ସମ୍ମିଳନୀ କେ ସୀମିତ ନ ରହି କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବ । ଆଜି ନିର୍ମିତ ଜ୍ଞାନର ସେତୁ ସେତୁ ଆସନ୍ତାକାଲିର ଯୁବପିଢ଼ିଙ୍କ ମଧ୍ଯରେ ଆତ୍ମବିଶ୍ବାସ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ମତ ରଖୁଛନ୍ତି। ও ସ୍ପେନ୍ ଦାୟିତ୍ବବାନ କେବଳ ଆଲୋଚନା ମଧ୍ୟରେ
ଏହି ସମ୍ମିଳନୀରେ ସ୍ପେନର ୩୦ରୁ ଅଧୂକ ବିଶ୍ବବିଦ୍ୟାଳୟର ବରିଷ୍ଠ ଶୈକ୍ଷିକ ନେତୃତ୍ୱ ଏବଂ ଭାରତର ପ୍ରାୟ ୭୦ଟି ଉଚ୍ଚଶିକ୍ଷା ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ । ଯୁଗ୍ମ ଗବେଷଣା, ଶିକ୍ଷକ ଓ ଛାତ୍ରଛା ତ୍ରଛାତ୍ରୀଙ୍କ ଗତିଶୀଳତ ନତା ଏବଂ ଷ୍ଟାର୍ଟଅପ୍ ସହଯୋଗ ଉପରେ ଏଥିରେ ବିସ୍ତୃତ ଆଲୋଚନା ହୋଇଥିଲା । ସ୍ପେନ୍ ଦୂତବାସର ଏମ୍ବାସେଡର ଏଚ.ଇ. ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ୍ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେ ରେନ୍ଦ୍ର ମୋଦୀ ଏହି ଶୈକ୍ଷିକ ସହଯୋ ଯାଗକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଆଗାମୀ ଦିନରେ ଏହି ଆଲୋଚନା ଆହୁରି ପରିପକ୍ବ ହେବ ଏବଂ ସ୍ପେନରେ ମଧ୍ୟ ଏହିଭଳି ଏକ ସମ୍ମିଳନୀ ଆୟୋଜନ କରାଯିବ ।