ନଦୀକୁ ଖସିଲା ବାଇକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ମନମୁଣ୍ଡାରାସ୍ତାର ତେଲନଦୀ ବ୍ରିଜରେ ବାଇକକୁ ଧକ୍କା ଦେଲା ଚାରି ଚକିଆ ପିକଅପ ଗାଡ଼ି । ଜଣେ ଗୁରୁତର ହୋଇ ଥିବା ବେଳେ ୨ ଜଣ ତେଲନଦୀ ବ୍ରିଜ ତଳକୁ ଛିଟିକି ପଡିଥିବା ଜଣାଯାଇଛି । ଉଭୟଙ୍କୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ଆହତ ହୋଇଥିବ ଉଭୟଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଉଛି।

ନଦୀକୁ ଖସିଲା ବାଇକ