ନିର୍ମାଣ ହେବ ମଡେଲ ଜିଲ୍ଲାପାଳ କାର୍ଯ୍ୟାଳୟ...
ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ଅଫିସର ହେବ ନବ କଳେବର
ଜିଲ୍ଲପାଳଙ୍କ ଅଫିସର ସହ ଯୋଡ଼ି ହେବ ଉପଜିଲ୍ଲାପାଳ ଅଫିସ
ଜିଲ୍ଲାଗୁଡ଼ିକୁ ବଡ଼, ମଧ୍ୟମ ଓ କ୍ଷୁଦ୍ର ୩ ବର୍ଗରେ ବିଭକ୍ତ କରାଯାଇଛି
ବଡ଼ ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ସ୍କୋୟାର ଫୁଟ୍ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ
ମଧ୍ୟମ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ସ୍କୋୟାର ଫୁଟ୍ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ
କ୍ଷୁଦ୍ର ଜିଲ୍ଲାରେ ୧ ଲକ୍ଷ ସ୍କୋୟାର ଫୁଟ ଜମିରେ ନିର୍ମାଣ ହେବ ଜିଲ୍ଲାପାଳ କାର୍ଯ୍ୟାଳୟ
ଭୁବନେଶ୍ୱରରେ ନିର୍ମାଣ ୧୦ ମହଲା କୋଠାର ନୂଆ ସର୍କିଟ ହାଉସ