କ୍ୟାନସର ର ସଫଳ ଟୀକା ସମ୍ପୂର୍ଣ କ୍ୟାନ୍ସର କୁ ଲୋପ କରିଦେବ - FMBA ପ୍ରମୁଖ ଭେରୋନିକା

Sep 8, 2025 - 22:34
 78
କ୍ୟାନସର ର ସଫଳ ଟୀକା ସମ୍ପୂର୍ଣ କ୍ୟାନ୍ସର କୁ ଲୋପ କରିଦେବ - FMBA ପ୍ରମୁଖ ଭେରୋନିକା

କର୍କଟ ବା କ୍ୟାନ୍ସର ର ଏକ ଟୀକା ରୁଷ ପ୍ରସ୍ତୁତ କରିଛି, ଯାହା କ୍ୟାନ୍ସର କୁ ସମ୍ପୂର୍ଣ ଲୋପ କରିଦେବ ବୋଲି ଫେଡେରାଲ ମେଡିକାଲ ଆଣ୍ଡ ଵୟୋଲଜିକାଲ ଏଜେନସି FMBA ର ପ୍ରମୁଖ କହିଛନ୍ତି |

MRNA ଉପରେ ଆଧାରିତ ଏହି ଟୀକା ସମସ୍ତ ପ୍ରକାର ପ୍ରାକ ଡାକ୍ତରୀ ପରୀକ୍ଷଣ ସଫଳତା ପାଇଛି |

ଏହା ଦ୍ୱାରା ଟିକାର ସୁରକ୍ଷା ଏବଂ ପ୍ରଭାବଶାଳିତା ପ୍ରମାଣିତ ହୋଇଛି |

ଅନେକ ବର୍ଷ ଗବେଷଣା ପରେ ଏହି ଟୀକା ପାଇଁ ୩ ବର୍ଷ clinical ପରୀକ୍ଷଣ ମଧ୍ୟ ହୋଇଥିଲା |

ଏହି ଟିକାର ପ୍ରାରମ୍ଭିକ ଲକ୍ଷ୍ୟ ହେଉଛି କୋଲରେକଟାଲ କ୍ୟାନସର ବୋଲି ସେ କହିଛନ୍ତି | ଯଦିଓ ଏହା ବ୍ୟବହାର ପାଇଁ ଉପଯୁକ୍ତ ହୋଇଛି ତଥାପି ସରକାରୀ ସ୍ୱୀକୃତି କୁ ଅପେକ୍ଷା ରହୁଛି |