ନୂଆପଡା ଉପ ନିର୍ବାଚନପାଇଁ ବିଜେପି ର ମନ୍ତ୍ରୀମାନଙ୍କୁ ଦେଲେ ଦାୟିତ୍ୱ...

Oct 23, 2025 - 14:40
 9
ନୂଆପଡା ଉପ ନିର୍ବାଚନପାଇଁ ବିଜେପି ର ମନ୍ତ୍ରୀମାନଙ୍କୁ ଦେଲେ ଦାୟିତ୍ୱ...

ନୂଆପଡା ଉପ ନିର୍ବାଚନପାଇଁ ବିଜେପି ର ମନ୍ତ୍ରୀମାନଙ୍କୁ ଦେଲେ ଦାୟିତ୍ୱ...

ନୂଆପଡ଼ା ଉପନିର୍ବାଚନ; 

୮ ମନ୍ତ୍ରୀଙ୍କୁ ଜୋନ୍‌ ଦାୟିତ୍ବ ଦେଲା ବିଜେପି

ବଞ୍ଜରୀ- ରବି ନାଏକ, 

ସୁନାଦେଇ- ଗଣେଶ ରାମସିଂ ଖୁଣ୍ଟିଆ

ପାତାଳେଶ୍ୱର- ଗୋକୁଳାନନ୍ଦ ମଲ୍ଲିକ, 

ଜୟଜଂଘା- କୃଷ୍ଣ ଚନ୍ଦ୍ର ପାତ୍ର

କୋନାଭଇରା- ବିଭୂତି ଭୂଷଣ ଜେନା, 

ଯୋଗେଶ୍ୱର- ନିତ୍ୟାନନ୍ଦ ଗଣ୍ଡ

ନୂଆପଡ଼ା NAC- ମୁକେଶ ମହାଲିଙ୍ଗ, 

ଖରିଆର ରୋଡ୍‌ NAC- କୃଷ୍ଣଚନ୍ଦ୍ର ମହାପାତ୍ର