ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ -2026
ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ -2026 ରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ରେ ବିଜେପି ଦଳର ରାଷ୍ଟୀୟ ଅଧକ୍ଷ ଶ୍ରୀ ନିତିନ ନବୀନ ଜୀ ଙ୍କ ଉପସ୍ଥିତରେ ଆୟୋଜିତ ଶିବିର ରେ ଯୋଗଦେଲେ
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ,ଓଡିଶା ବାଣିଜ୍ୟ ସଂଘ ସଭାପତି ଶ୍ରୀ
ଜଗନ୍ନାଥ ପ୍ରଧାନ,ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନ ସଭାପତି ଶ୍ରୀ ନିରଞ୍ଜନ ମିଶ୍ର , ବିଧାୟକ ଶ୍ରୀ ବାବୁ ସିଂ , ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର ଙ୍କ ସମେତ ଜିଲ୍ଲା ସଂଗଠନ ର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ.I