#ପାକିସ୍ତାନୀଙ୍କ_ପ୍ରତ୍ୟର୍ପଣ_ପ୍ରକ୍ରିୟା_ଆରମ୍ଭ .

#ପାକିସ୍ତାନୀଙ୍କ_ପ୍ରତ୍ୟର୍ପଣ_ପ୍ରକ୍ରିୟା_ଆରମ୍ଭ . -ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା -ପ୍ରତ୍ୟର୍ପଣ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା -ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି' '-ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, କୌଣସି ବିବାଦ ନାହିଁ ରିପୋର୍ଟ ରଶ୍ମିରଂଜନ ମିଶ୍ର AV News 24

Apr 26, 2025 - 11:38
 10
#ପାକିସ୍ତାନୀଙ୍କ_ପ୍ରତ୍ୟର୍ପଣ_ପ୍ରକ୍ରିୟା_ଆରମ୍ଭ .