କଂଗ୍ରେସର ହିନ୍ଦୁ ବିରୋଧୀ ଶାସନ ପଛରେ ଅନେକ ଷଡଯନ୍ତ୍ର .
କି ଭୟଙ୍କର ଷଡ଼ଯନ୍ତ୍ର !! ????
ପାକିସ୍ତାନ ହେଲା.... କଂଗ୍ରେସ ଶାସନ କାଳରେ...
ବାଂଲାଦେଶ ହେଲା..... କଂଗ୍ରେସ ଶାସନ କାଳରେ।
କାଶ୍ମୀରରେ 370 ଧାରା କାଏମ ହେଲା କଂଗ୍ରେସ କାଳରେ।
ସଂଖ୍ୟାଲଘୁ ବିଲ ଅଣା ଗଲା..... କଂଗ୍ରେସ ଶାସନବେଳେ।
ମୁସଲିମ୍ ପରସନାଲ ଲ'ବୋର୍ଡର ଗଠନ ହେଲା...... କଂଗ୍ରେସ କାଳରେ।
ସଂଖ୍ୟାଲଘୁ ମନ୍ତ୍ରଣାଳୟ ଗଢାଗଲା...
କଂଗ୍ରେସ ଶାସନ କାଳରେ।
ସଂଖ୍ୟାଲଘୁ ବିଶ୍ବବିଦ୍ୟାଳର ସ୍ଥାପନା.... ସେଇ କଂଗ୍ରେସ ଅମଳରେ।
ଏ ସମସ୍ତ କେବଳ କରା ଯାଇଥିଲା, ଭାରତୀୟ ମୁସଲମାନ ମାନଙ୍କ ତୁଷ୍ଟିକରଣ ପାଇଁ !!!! ଅଥଚ ଦେଶର ବିଭାଜନ ହୋଇଥିଲା... ଧର୍ମଭିତ୍ତିକ
ତାହେଲେ କଣ କଂଗ୍ରେସର ଏ ସମସ୍ତ ନିଷ୍ପତ୍ତି ପଛରେ ପ୍ରଚ୍ଛନ୍ନ ଉଦ୍ଦେଶ୍ଯ ଥିଲା ଭାରତରେ,
ଗଜୱା- ଏ- ହିନ୍ଦ(ହିନ୍ଦୁସ୍ତାନରେ
ଇସଲାମିକ ଶାସନ ପ୍ରତିଷ୍ଠା କରିବା)
ର ସ୍ଥାପନା କରିବା ❓❓❓
ଭାରତକୁ ନିର୍ବିଘ୍ନରେ ଏକ ଇସଲାମିକ ରାଷ୍ଟ୍ର ରେ ପରିଣତ କରିବାର ପରିକଳ୍ପନା ଏହା ପଛରେ କାମ କରୁଥିଲା ନଥିଲା ତ❓❓
କଂଗ୍ରେସ, ହିନ୍ଦୁଙ୍କ ପାଇଁ ଜାତି ଭିତ୍ତିକ ସଂରକ୍ଷଣ (reservation)ର ବ୍ୟବସ୍ଥା କରିଥିଲା । ଭଦ୍ଦେଶ୍ୟ- ହିନ୍ଦୁ ସମାଜରେ ବିଭାଜନ କରିବା, ଯାହାଦ୍ବାରା ହିନ୍ଦୁ ସମାଜ ବିଭିନ୍ନ ବର୍ଗରେ ଖଣ୍ଡ- ବିଖଣ୍ତିତ ହୋଇ ରହୁ। କେବେ ତାଙ୍କ ମଧ୍ୟରେ ଏକତାବୋଧର ସଂଚାର ନ ହେଉ, ଏବଂ ଗଜୱା-ଏ- ହିନ୍ଦର ଦୁରଭିସନ୍ଧି କୁ ବୁଝି ନପାରୁ।
ପୂର୍ବତନ ପ୍ରଧାନମନ୍ତ୍ରୀ, ଶ୍ରୀ ମୋରାରଜୀ ଦେସାଈ ତାଙ୍କ ପୁସ୍ତକ,
" ମୋ ଜୀବନ ବ୍ରୁତାନ୍ତ" ର ପ୍ରୁଷ୍ଠା 456 ରେ ଲେଖିଛନ୍ତି, " ମୁଁ ଜାଣେନା କେଉଁ କାରଣ ପାଇଁ ଜୱାହରଲାଲଙ୍କ ହିନ୍ଦୁ ଧର୍ମ ପ୍ରତି ପ୍ରଚ୍ଛନ୍ନ ଦୁରାଗ୍ରହ ଥିଲା" ସମ୍ଭବତଃ ସେ
ହିନ୍ଦୁଙ୍କୁ ଭାରତରେ ଦ୍ବତୀୟ ଶ୍ରେଣୀର ନାଗରିକ କରି ରଖିବାକୁ ଚାହୁଁଥିଲେ।
ତେଣୁ ଜୱାହରଲାଲ ନେହେରୁ:-
ଭାରତର ସଂସଦରେ "ହିନ୍ଦୁ କୋଡ ବିଲ" ଆଗତ କରି ଆଇନରେ ପରିଣତ କରିବାକୁ ଯଥାସାଧ୍ଯ ଚେଷ୍ଟା କରିଥିଲେ। କିନ୍ତୁ ତତ୍କାଳିନ ଗ୍ରୁହମନ୍ତ୍ରୀ ସରଦାର ବଲ୍ଲଭ ଭାଇ ପଟେଲ ନେହରୁଙ୍କୁ
ଚେତେଇ କହିଥିଲେ, " ଯଦି ମୁଁ ବଂଚି ଥାଉଁ-ଥାଉଁ ଆପଣ ହିନ୍ଦୁ କୋଡ ବିଲ ଆଣିବାର ଚିନ୍ତା ମଧ କରନ୍ତି, ତେବେ ମୁଁ କଂଗ୍ରେସ ଦଳରୁ ଇସ୍ତିଫା ( resign) ଦେବି, ଦେଶର ସମସ୍ତ ହିନ୍ଦୁଙ୍କୁ ଏକତ୍ରୀତ କରି ଏ ବିଲର ବିରୋଧ କରିବି।"
ସମ୍ଭବତଃ ପଟେଲଜୀଙ୍କ ଏଭଳି ଧମକରେ ଜହରଲାଲ ନେହରୁ ଏ ବିଲ ସଂସଦରେ ଉପସ୍ଥାପନ କରି ନଥିଲେ। ମାତ୍ର ପଟେଲଜୀଙ୍କ ମ୍ରୁତ୍ୟୁ ପରେ-ପରେ,ସେ ହିନ୍ଦୁ କୋଡ ବିଲ ସଂସଦରେ ପାସ କରାଇ ନେଇଥିଲେ।
ଏହି କଳା ବିଲ ଉପରେ ଚର୍ଚା ଚାଲିଥିଲାବେଳେ ଆଚାର୍ୟ୍ୟ ଜେ ବି କ୍ରିପାଲିନୀ, ଜୱାହରଲାଲଙ୍କୁ
ମୁସଲମାନ ସପକ୍ଷବାଦୀ କହି ସମାଲୋଚ଼ନା କରିଥିଲେ। ଶ୍ରୀ କ୍ରିପାଲିନୀ, ନେହରଙ୍କ ଉଦ୍ଦେଶ୍ଯରେ କହିଥିଲେ, " ଆପଣ କେବଳ ହିନ୍ଦୁଙ୍କୁ ଧପ୍ପା ଦେବାପାଇଁ, ଦେହରେ ଯଜ୍ଞୋପବିତ ( ପୈତା) ଧାରଣ କରନ୍ତି। ନଚେତ୍ ଆପଣଙ୍କ ପାଖରେ ହିନ୍ଦୁ ହୋଇଥିବାର କୌଣସି ଲକ୍ଷଣ ଦେଖାଯାଏ ନାହିଁ। ଯଦି ପ୍ରକ୍ରୁତରେ ଧର୍ମ ନିରପେକ୍ଷ ହୋଇଥାନ୍ତେ, ତେବେ ଆପଣ ହିନ୍ଦୁ କୋଡ ବିଲ ପରିବର୍ତ୍ତେ ଭାରତର ସମସ୍ତ ଧର୍ମର ନାଗରିକଙ୍କ ପାଇଁ "କମନ କୋଡ ବିଲ" ଆଗତ କରିଥାନ୍ତେ"
ଏ ତ ଗଲା ନେହେରୁଙ୍କ ମୁସଲମାନ ତୁଷ୍ଟିକରଣ ଚିନ୍ତାଧାରାର କେତୋଟି ଉଦାହରଣ। ଏବେ ଜାଣନ୍ତୁ, ବିବିସିର ବିଖ୍ୟାତ ସାମ୍ବାଦିକ ଶ୍ରୀ ମାର୍କ ଟୁଲି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଷୟରେ କଣ କହନ୍ତି:-
" ଶ୍ରୀ ମୋଦି ଏହି ଦେଶର ସେହି ବିଶାଳକାୟ ବର ବ୍ରୁକ୍ଷକୁ ସମୂଳେ ଉତ୍ପାଟନ କରୁଛନ୍ତି, ଯେଉଁ ବ୍ରୁକ୍ଷରେ ବର୍ଷ-ବର୍ଷ ଧରୀ ବିଷାକ୍ତ ସର୍ପ ନିରାପଦରେ ନିଜର ଆଶ୍ରୟସ୍ଥଳୀ କରି ରଖିଥିଲେ। ଏଥିପାଇଁ ତାଙ୍କୁ ଲଗାତାର ଚେଷ୍ଟିତ ରହିବାକୁ ପଡ଼ିବ। "
ପ୍ରକ୍ରୁତରେ ଦେଖିବାକୁ ଗଲେ, ମୋଦିଜୀ, ଆମ ଦେଶରେ ଆତ୍ମଗୋପନ କରିଥିବା ସେହି ବିଷାକ୍ତ ସାପଙ୍କ ଗାତରେ ଏକା ସାଥିରେ ହାତ ପୁରାଇ ଦେଇଛନ୍ତି। ତେଣୁ ଏ ନାଗ-ନାଗିଣୀ ମାନେ କ୍ରୋଧରେ ଫୁତ୍କାର କରୁଛନ୍ତି। ବାମପନ୍ଥୀ,ଜେହାଦୀ,ନକ୍ସଲୀ, ମିଶନାରୀ ଭଳି ସବୁ ଜାତିର ବିଷାକ୍ତ ସାପ ଗୁଡ଼ିକୁ ଏ ପର୍ୟ୍ଯନ୍ତ କଂଗ୍ରେସ,ନିଜ ବାହୂଛାୟାରେ ଲୁଚାଇ ରଖିଥିଲା, କେବଳ ଭାରତର ବରବାଦୀ ପାଇଁ।ଈଶ୍ବରଙ୍କ ଅଶେଷ କ୍ରୁପାରୁ ଭାରତ ମୋଦୀଜୀଙ୍କଭଳି ଜଣେ ପ୍ରଧାନମନ୍ତ୍ରୀ ପାଇଛି, ଯିଏକିଏ ବିଷାକ୍ତ ସାପ ଗୁଡ଼ିକୁ ତାଙ୍କର ସୁରକ୍ଷିତ ଗାତରୁ ବାହାର କରି ଲୋକଲୋଚନକୁ ଆଣିଛନ୍ତି। ଅନ୍ୟଥା ଏହି ବିଷାକ୍ତ ସାପମାନେ ଏ ଦେଶ ଭାରତ ଓ ହିନ୍ଦୁଙ୍କୁ ଧ୍ବଂସ କରି ଦେଇଥାନ୍ତେ। ଆମର ଆଗାମୀ ପିଢୀଙ୍କ ବିଳାପ କରିବା ଛଡ଼ା ଆଉ କିଛି ଗତି ନଥାନ୍ତା । ମୋଦିଜୀଙ୍କୁ କେବଳ ଆମ ସମସ୍ତଙ୍କ ସମର୍ଥନ ଲୋଡ଼ା।ଏ ଯୁଦ୍ଧ ଜୟ କରିବାପାଇଁ ତାଙ୍କ ପାଖରେ ଯଥେଷ୍ଟ ଶକ୍ତି ଓ ସାମର୍ଥ୍ୟ ରହିଛି। ତାଛଡ଼ା ମୋଦିଜୀ ଏ ସଂଗ୍ରାମ ନିଜ ପାଇଁ ଲଢୁ ନାହାନ୍ତି ବରଂଚ ତାଙ୍କର ଏ ସଂଗ୍ରାମ ସମସ୍ତ ଭାରତୀୟ ମାନଙ୍କପାଇଁ,ଆମର ଆଗାମୀ ପିଢୀପାଇଁ ଏବଂ ଭାରତର ଉଜ୍ଜଳ ଭବିଷ୍ଯତ ପାଇଁ।
????ଧନ୍ଯବାଦ????
ଏଥିରେ ମିଥ୍ୟା କେଉଁଠି? ମୁଁ ଖୋଜୁଛି, ଆପଣ ଖୋଜନ୍ତୁ। ପାଇଲେ ଜଣାଇବେ।ନ ପାଇଲେ ଅନ୍ୟ ମାନଙ୍କୂ ଏହା ଜଣାଇ ମିଥ୍ୟା ଟା କେଉଁଠି ଅଛି ଖୋଜନ୍ତୁ।
ଜୟ ହିନ୍ଦ୍ ???????????????????????? (ସଂଗୃହିତ)