ଛୁଟିରେ ସ୍କୁଲ ଖୋଲିଲେ ହେବ ଆକ୍ସନ .
ଛୁଟିରେ ସ୍କୁଲ ଖୋଲିଲେ ହେବ ଆକ୍ସନ . ସରକାରଙ୍କ ନିର୍ଦେଶକୁ ଅବମାନନା କଲେ ନିଆଯିବ ଆକ୍ସନ ଘରୋଇ ସ୍କୁଲ ଖୋଲିଲେ ମାଲିକଙ୍କ ଉପରେ ହେବ ଆକ୍ସନ ଗ୍ରୀଷ୍ମପ୍ରବାହ ଜାରି ହୋଇଛି SOP, ବାହାରକୁ ଗଲେ କାର୍ଯ୍ୟାନୁଷ୍ଠାନ ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରିପୋର୍ଟ ରଶ୍ମିରଂଜନ ମିଶ୍ର AV News 24
