ପାକିସ୍ଥାନରେ ଶାସନ ବ୍ୟବସ୍ଥା ଅସଜଡ଼ା ହୋଇ ପଡୁଛି...

Oct 10, 2025 - 20:30
Oct 10, 2025 - 20:31
 6
ପାକିସ୍ଥାନରେ ଶାସନ ବ୍ୟବସ୍ଥା ଅସଜଡ଼ା ହୋଇ ପଡୁଛି...

ପାକିସ୍ତାନରେ ଇଣ୍ଟରନେଟ ସେବା ବନ୍ଦ

ପାକିସ୍ତାନରେ 3G/4G ଇଣ୍ଟରନେଟ୍ ସେବା ଅକାମି ହୋଇ ପଡିଛି

ମୁଖ୍ୟତଃ ଇସ୍‌ଲାମାବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ୍ ସେବା ବନ୍ଦ

ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଜାରି ହୋଇଛି

ତେହେରିକ୍-ଏ-ଲବୈକ୍ ପାକିସ୍ତାନ(TLP)ର ବିକ୍ଷୋଭ ଯୋଗୁଁ ଏମିତି ହୋଇଛି

ରାଜଧାନୀ ଇସ୍‌ଲାମାବାଦକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ମଧ୍ୟ ସିଲ କରାଯାଇଛି

ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି 

 ଶାସନର ବ୍ୟବସ୍ଥା ହୋଇପଡିଛି ଅଣାୟତ୍ତ