ପାଳନ ହେବ ବନ୍ଦେ ମାତରଂ ର ୧୫୦ ବର୍ଷ ଫୁର୍ଷି...

Nov 4, 2025 - 22:50
 7
ପାଳନ ହେବ ବନ୍ଦେ ମାତରଂ ର ୧୫୦ ବର୍ଷ ଫୁର୍ଷି...

ଭୁବନେଶ୍ବର: ନଭେମ୍ବର ୭ ତାରିଖରେ ପାଳନ ହେବ 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି ।

ସ୍କୁଲ ଓ କଲେଜରେ ରାଷ୍ଟ୍ରୀୟ ସଙ୍ଗୀତ 'ବନ୍ଦେ ମାତରମ' ଗାନ କରିବେ ଛାତ୍ରଛାତ୍ରୀ । ଏନେଇ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଛି।