+2 ଏକ୍ସରେଗୁଲାର ଫର୍ମ ପୂରଣ ଅବଧୂ ବଢିଲା...

Nov 4, 2025 - 22:48
 9
+2 ଏକ୍ସରେଗୁଲାର ଫର୍ମ ପୂରଣ ଅବଧୂ ବଢିଲା...

ଭୁବନେଶ୍ବର: ଯୁକ୍ତ ଦୁଇ ଏକ୍ସ-ରେଗୁଲାର ଫର୍ମ ପୂରଣ ଅବଧୂ ବୃଦ୍ଧି ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କରିପାରିବେ ଆବେଦନ। ୧୧ ତାରିଖ ପରେ ଆବେଦନ କଲେ ଫାଇନ ଦେବେ ଛାତ୍ରଛାତ୍ରୀ । ୧୩ରୁ ୧୮ ତାରିଖ ମଧ୍ୟରେ ଆବେଦନ କଲେ ୨୦୦ ଟଙ୍କା ଫାଇନ୍ ଦେବାକୁ ହେବ। ୧୯ରୁ ୨୧ ତାରିଖ ଭିତରେ ଆବେଦନ କଲେ ୬୦୦ ଟଙ୍କା ଫାଇନ୍‌ ପଡ଼ିବ। ସମସ୍ତ ଅଧ୍ଯକ୍ଷଙ୍କୁ ଚିଠି ଲେଖୁଲେ କାଉନସିଲ୍ ପରୀକ୍ଷା ନିୟନ୍ତ୍ରିକ।