ପିତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସମ୍ପର୍କରେ ଖବରକୁ ଖଣ୍ଡନ କରିଛନ୍ତି ଏଶା ଦେଓଲ...

Nov 11, 2025 - 13:22
 44
ପିତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସମ୍ପର୍କରେ ଖବରକୁ ଖଣ୍ଡନ କରିଛନ୍ତି ଏଶା ଦେଓଲ...

ପିତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସମ୍ପର୍କରେ ଖବରକୁ ଖଣ୍ଡନ କରିଛନ୍ତି ଏଶା ଦେଓଲ...

ବଲିଉଡ୍ ଅଭିନେତ୍ରୀ ଏଶା ଦେଓଲ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ସମ୍ପର୍କରେ ଗୁଜବକୁ ଖଣ୍ଡନ କରିଛନ୍ତି।

ସେ ଏକ ଟ୍ୱିଟ୍ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ମଧ୍ୟ ଏଶା ସମସ୍ତଙ୍କୁ ଅନୁରୋଧ କରିଛନ୍ତି