ପୂର୍ବାଞ୍ଚଳ କୃଷି ସମିଳନୀରେ କୃଷି ମନ୍ତ୍ରୀଙ୍କ ଆହ୍ୱାନ...
ପୂର୍ବ ଭାରତର କୃଷି ସମ୍ମିଳନୀରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ପରାମର୍ଶ
‘ଆମର ଲକ୍ଷ୍ୟ ହେଉଛି ଦେଶର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା’
‘ଲୋକଙ୍କୁ ପୋଷଣ ଠିକ୍ ସେ ମିଳିବା ହେଉଛି ଆଉ ଏକ ଲକ୍ଷ୍ୟ
କୃଷକମାନଙ୍କ ଆୟ ବଢିବା ହେଉଛି ବଡ଼ ଲକ୍ଷ୍ୟ- ଶିବରାଜ ସିଂ ଚୌହ୍ବାନ
‘ଉତ୍ପାଦନ ବଢିବା ଦ୍ୱାରା ଲାଭ ବଢ଼ିଯିବ, କୃଷକଙ୍କୁ ଠିକ ଦାମ୍ ମିଳିବ’
‘ଆମର ଭଣ୍ଡାର ସମ୍ପୂର୍ଣ ଭର୍ତ୍ତି; ଧାନ ଓ ଗହମ କ୍ଷେତ୍ରରେ ରପ୍ତାନୀ ବଢିଛି’
‘କିନ୍ତୁ ଡାଲି ଜାତୀୟ ସଶ୍ୟ ଆମର ନିଅଣ୍ଟିଆ ରହିଛି’
‘ଡାଲି ଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି ଦିଗରେ ସବୁ ରାଜ୍ୟ ସହ ମିଶି କାମ କରିବା’
‘ଆମେରିକା ଜାପାନ ଭଳି ଇଣ୍ଟିଗ୍ରେଟେଡ୍ ଫାର୍ମିଙ୍ଗକୁ ଗୁରୁତ୍ବ ଦେବା’
‘କ୍ଷେତ ବଞ୍ଚାଓ ଆନ୍ଦୋଳନ ଅଭିଯାନ ଜୁନ୍ ୧ରୁ ୧୫ ସାରା ଦେଶରେ ଚାଲିବ’
‘କୃଷକମାନଙ୍କର ମଧ୍ୟ ID କାର୍ଡ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି’