ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇଜିପ୍ଟର ବୈଦେଶିକ ମନ୍ତ୍ରୀ

Oct 17, 2025 - 20:41
 5
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇଜିପ୍ଟର ବୈଦେଶିକ ମନ୍ତ୍ରୀ

ଗାଜା ଶାନ୍ତି ପ୍ରୟାସରେ ଇଜିପ୍ଟର ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ରାଷ୍ଟ୍ରପତି ସିସିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଭାରତ-ଇଜିପ୍ଟ ରଣନୈତିକ ଆଲୋଚନା - ଦୁଇ ଦେଶର ସମ୍ପର୍କରେ ନୂତନ ମାଇଲଷ୍ଟୋନ

ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶର ସଫଳ ସହଯୋଗ ପ୍ରତି ସନ୍ତୋଷ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଇଜିପ୍ଟର । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ବଦଗ ଦର ଅବଦେଲାଟି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ପ୍ରଧାନମନ୍ତ୍ରୀ ଗାଜା ଶାନ୍ତି ଚୁକ୍ତିନାମାରେ ଇଜିପ୍ଟର ଗୁରୁତ୍ବପୂର୍ଣ ଭୂମିକା ପାଇଁ ରାଷ୍ଟ୍ରପତି ସିସିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ ଏବଂ ଆଶା ପ୍ରକା ପ୍ରକାଶ କରିଥୂଳେ ରିଥିଲେ ଯେ ଏହା ଏହି ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବ।

ବୈଦେଶିକ ମନ୍ତ୍ରୀ ଅବଦେଲାଟି ପ୍ରଧା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଗସ୍ତ ସମୟରେ ଅନୁଷ୍ଠିତ ପ୍ରଥମ ଭାରତ-ଇଜିପ୍ଟ ରଣନୈତିକ ଆଲୋଚନା । ବିଷୟରେ କହିଥିଲେ।

ପ୍ରଧାନମନ୍ତ୍ରୀ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଶକ୍ତି, ପ୍ରତିରକ୍ଷା ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସମେତ ଦ୍ବିପାକ୍ଷିକ ସହଯୋଗର ବିଭିନ୍ନ ଦିଭିନ୍ନ କ୍ଷେତ୍ରଟେ ତ୍ବରେ ହାସଲ ହୋ ହାଇଥ‌ିବା ପ୍ରଗତିରେ ସନ୍ତୋଷ ପ୍ରକାଶ କରିଛନ୍ତି।