ବନ୍ୟା Update...

Jul 30, 2026 - 08:38
 14
ବନ୍ୟା Update...

ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ବଡ଼ ସୂଚନା

ହୀରାକୁଦରେ ଖୋଲାରହିଛି ୨ଟି ଗେଟ୍; 

ଜଳ ସ୍ତର ୬୧୬ ଫୁଟ୍‌

କାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୮.୫ରୁ ୯ ଲକ୍ଷ କ୍ୟୁସେକ ପାଣି ଆସିବ

ଦୟା ଓ ମହାନଦୀର ତଳ ଅଞ୍ଚଳରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ

ନିମାପଡା, କଣାସ, ଗୋପ, ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ପାଣି ପଶିବ

ବୈତରଣୀରେ ବନ୍ୟା ସ୍ଥିତି ରହିଛି ; ସାଳନ୍ଦୀରେ ଇନଫ୍ଲୋ କମିଛି

ଯାଜପୁର, ଦଶରଥପୁର, ଧାମନଗର, ଚାନ୍ଦବାଲିରେ ବନ୍ୟା ପାଣି ପଶିଛି

ଭଦ୍ରକରେ ସ୍ଥିତି ଆସନ୍ତାକାଲି ସୁଦ୍ଧା ସୁଧୁରିବ- ସର୍ବୋଚ୍ଚ ଯନ୍ତ୍ରୀ

ଆନନ୍ଦପୁର ଓ ଯାଜପୁର ଏକ ଛୋଟ ଘାଇ ହୋଇଛି, ପାଣି କମିଲେ ମରାମତି