ରାଜ୍ୟଗୋଷ୍ଠୀ କ୍ରୀଡା: ବକ୍ସିଂରେ ୫ ପଦକ ନିଶ୍ଚିତ କଲା ଭାରତ
ରାଜ୍ୟଗୋଷ୍ଠୀ କ୍ରୀଡା: ବକ୍ସିଂରେ ୫ ପଦକ ନିଶ୍ଚିତ କଲା ଭାରତ
ସପ୍ତମ ଦିନରେ ସେମିରେ ପ୍ରବେଶ କଲେ ୫ ଭାରତୀୟ ବକ୍ସର
ନରେନ୍ଦ୍ର, ଅଙ୍କୁଶ, ସାକ୍ଷୀ, ଅରୁନ୍ଧତୀ ଓ ସଚିନ ସିୱାଚ ସେମିରେ
ପୂର୍ବରୁ ଲଭଲିନା ବୋର୍ଗୋହେନ ଆଉ ଏକ ପଦକ ନିଶ୍ଚିତ କରିଛନ୍ତି