ବରିଷ୍ଠ ତଥା ପ୍ରାକୃନ ବିଜେପି ସଭାପତି ସମୀର ମହାନ୍ତି ସମ୍ଭର୍ଷିତ...

Apr 9, 2026 - 10:56
 15
ବରିଷ୍ଠ ତଥା ପ୍ରାକୃନ ବିଜେପି ସଭାପତି ସମୀର ମହାନ୍ତି ସମ୍ଭର୍ଷିତ...

ଭୁବନେଶ୍ୱର : ବରଷ୍ଠ ରାଜନେତା ତଥା ସମାଜସେବୀ , ରାଜ୍ଯ ବିଜେପି ନପି ର ପୂର୍ବତନ ସଭାପତି, କ୍ୟାପିଟାଲ ଫ୍ରେଣ୍ଡସ ଆସେ ||ସୋସିଏସନ୍ ଓ ଓଁକାର ନାଥ ମିଶନ ର ଉପଦେଷ୍ଟା ଶ୍ରୀ ସମୀର ମହାନ୍ତି ଙ୍କୁ ସମାଜ ସେବା କ୍ଷେତ୍ର ରେ ଉ ଉଲ୍ଲେଖନୀୟ ଅବଦାନ ପାଇଁ କ୍ୟାପିଟାଲ ଫ୍ରେଣ୍ଡସ ଆ ଆସୋସିଏସନ୍ ଓ ସତ୍ୟ ସତ୍ୟମ୍ ଶିବମ ସୁନ୍ଦରମ୍ ପତ୍ରିକା ପକ୍ଷରୁ ପତ୍ରିକା କା ର ଏଡ଼ିଟର, ଓଁକାର ନାଥ ମି ଶ ନ ର ସଭାପତି, କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ର ଚେୟାରମେନ ତନ୍ତ୍ର ତଥା ବିଶିଷ୍ଟ

ସ୍ତମ୍ଭକାର ଓ ସମାଲୋଚକ ଇଂଜିନିୟର ଜିତେନ କୁମାଗ ରାଉତରାୟ ପୁଷ୍ପ ଗୁଚ୍ଛ ଓ ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପତ୍ରିକା ସତ୍ୟମ୍‌ ଶିବମ ସୁନ୍ଦରମ୍ ପ୍ରଦାନ କରି ସମ୍ବନ୍ଧିତ କରିଛନ୍ତି । ଏହି ସକାଳ ସୂର୍ଯ୍ୟ ର ସୁନ୍ଦର ପରିବେଶ ମଧ୍ଯରେ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଟାଉନ କ୍ଲବ ଖେଳ ପଡ଼ିଆ ପରିସରରେ, ତାଙ୍କ ନିକଟରେ ଉପସ୍ଥିତ ଥିଲେ ବି ଶିଷ୍ଟ ସମାଜସେବୀ, କ୍ୟାପି ଟାଲ ଫ୍ରେଣ୍ଡ ସ ଆସୋସିଏସନ୍ ର ଦକ୍ଷ ସଙ୍ଗଠକ, ସୁସାହିତ୍ୟିକ ନୋଟ ରୀୟାନ ଶ୍ରୀ ଦୀପକ ଦାସ ।